Posted inଖେଳ

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌ ଓପନର୍‌ ଏଭିନ୍‌ ଲୁଇସ୍‌ଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇଥିଲା। ଏହାସତ୍ତ୍ୱେ ହାତରେ କଳା ବ୍ୟାଜ୍‌ ଲଗାଇ ପଡିଆକୁ ଓହ୍ଲାଇଥିଲେ ଲୁଇସ୍‌। ଏହି ମ୍ୟାଚ୍‌ରେ ସେ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ଖେଳିଥିଲେ। ସେ ୨୯ଟି ବଲରୁ ୪୩ କରି ଆଉଟ୍‌ ହୋଇଥିଲେ। ଏହି ପାଳିରେ ସେ ୫ଟି ଚୌକା ଏବଂ ୩ଟି ଛକା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅର୍ଦ୍ଧଶତକ ହାସଲ ପରେ ସ୍ତ୍ରୀଙ୍କ ଉପହାରକୁ ଦେଖାଇଲେ ଏହି କ୍ରିକେଟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଡେଭିଡ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିପାରିବ ନାହିଁ ଇଂଲଣ୍ଡ’

ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି।...

ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୭।୧୧(ପି.ଟି.): ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍‌ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ...

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ...

୧୪ ସିଜନରେ ୧୩ ଥର ଅଧିନାୟକ ପରିବର୍ତ୍ତନ କରି ରେକର୍ଡ କରିଛି ଏହି ଆଇପିଏଲ୍‌ ଟିମ୍‌; ଏବେ କେ.ଏଲ୍‌.ଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଅନେକ ଅଭିଜ୍ଞ କ୍ରିକେଟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେଥିରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତି...

ବୋଲିଂ ବାଛିଲା କେକେଆର

ଅହମ୍ମଦାବାଦ,୨୬।୪ : ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ସୋମବାର ଆରମ୍ଭ ହୋଇଯାଇଛି। କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌...

ଉର୍ବଶୀଙ୍କୁ ଏହି କାରଣ ଲାଗି ବ୍ଲକ୍‌ କରିଥିଲେ ରିଷଭ ପନ୍ତ

ନୂଆଦିଲ୍ଲୀ, ୪।୭- କ୍ରିକେଟ୍‌ ଓ ବଲିଉଡ୍‌ ମଧ୍ୟରେ ସମ୍ପର୍କ ଅତି ପୁରୁଣା। ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ନିକଟ...

ଜାପାନରେ ଘୂର୍ଣ୍ଣିଝଡ଼, ବର୍ଷା: ବର୍ତ୍ତିଗଲା ଅଲିମ୍ପିକ୍ସ

ରିଫୁ(ଜାପାନ), ୨୯।୭- ବୁଧବାର ଉତ୍ତର ଜାପାନରେ ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ହୋଇଛି। ତେବେ ଟୋକିଓ ଅଞ୍ଚଳକୁ ଆସିବା ପୂର୍ବରୁ ଏହି ଝଡ଼ ବାଟ ଭାଙ୍ଗି...

Advertisement


Archives

Model This Week