Posted inଜାତୀୟ

ମୋଦିଙ୍କ ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହେଲା ୮ ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏବେ ଜ୍ୟୋତିଷ ଅଙ୍କଙ୍କ ଗଣନା ପୁଣି ଥରେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି। କାରଣ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୮ ଅଙ୍କ ଶୁଭ ସାବ୍ୟସ୍ତ ହୋଇଛି। କାରଣ ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ଏଥର ବି ମୋଦି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ। ଏଥିଲାଗି ଦଳ ୨୬ରେ ରାଷ୍ଟ୍ରପତିଙ୍କ ନିକଟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବ। ଏଥର ମଧ୍ୟ ମୋଦିଙ୍କ ପାଇଁ ୮ ଶୁଭ ସାବ୍ୟସ୍ତ ହୋଇଛି। କାରଣ ପୂର୍ବରୁ ମୋଦି ଯେତେସବୁ ମହତ୍ୱପୁର୍ଣ୍ଣ ଯୋଜନା କରିଛନ୍ତି ସବୁ ପଛରେ ୮ ଅଙ୍କର ମହତ୍ୱ ରହିଛି। ୨୬ ଅର୍ଥାତ୍‌ ୨+୬=୮ ତେଣୁ ୨୬ର ମିଶ୍ରଶ ୮ ହୋଇଥିବାରୁ ଏହା ତାଙ୍କ ପାଇଁ ଶୁଭ। ଅତିତକୁ ନଜର ପକାଇଲେ ଦେଖାଯାଏ ଯେ ୨୬ ଏପ୍ରିଲରେ ମୋଦି ନାମାଙ୍କନ ଦାଖଲ କରିଥିଲେ। ଯାହାକୁ ଯୁକ୍ତ କଲେ ୮ ହେଉଥିଲା। ସେହିପରି ୧୭ ତମ ଲୋକ ସଭା ପାଇଁ ମୋଦି ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓ ବିଜୟୀ ହୋଇଥିଲେ। ସେହିପରି ୨୬ ଫେବୃୟାରୀରେ ବାଲାକୋଟ୍‌ ଆକ୍ରମଣ ଯୋଜନା କରିଥିଲେ। ମୁଦ୍ରା ଯୋଜନାର ଆରମ୍ଭ ୮ ଏପ୍ରିଲରେ ହୋଇଥିଲା। ୮ ନଭେମ୍ବରରେ ବିମୁଦ୍ରିକରଣ ଯୋଜନା ମଧ୍ୟ ସଫଳ ହୋଇଥିଲା ମୋଦିଙ୍କ ପାଇଁ। ତେଣୁ ଅଙ୍କ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ମୋଦିଙ୍କ ପାଇଁ ୮ ଅଙ୍କ ହେଉଛି ଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

ବଦ୍ରିନାଥରେ ତୀର୍ଥଯାତ୍ରୀ ହଟହଟା: ମିଳୁନି ପେଟ୍ରୋଲ,ଏଟିଏମ୍‌ରେ ନାହିଁ ଟଙ୍କା

ଗୋପେଶ୍ୱର,୯।୬: ବଦ୍ରିନାଥ ଓ ହେମକୁଣ୍ଡ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଏବେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅତ୍ୟଧିକ ଭିଡ ଯୋଗୁ ବାଟରେ ବହୁ...

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦି

ଗାନ୍ଧିନଗର,୩୦।୯: ତୃତୀୟ ସ୍ବଦେଶୀ ନିର୍ମିତ ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଗାନ୍ଧିନଗର ଷ୍ଟେଶନରୁ ସବୁଜ...

ଜୟାଙ୍କୁ ଟାର୍ଗେଟ କଲେ ଅମର

ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍‌ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍‌...

ସ୍ତ୍ରୀଙ୍କ ଅଭିମାନ ଭାଙ୍ଗିବା ପାଇଁ ହାତ ଆଙ୍ଗୁଳି କାଟି ୬୦ କିମି ସାଇକେଲ ଚଳାଇ ଶ୍ୱଶୁର ଘରେ ପହଞ୍ଚିଲେ ସ୍ବାମୀ

ରାୟପୁର,୨୫।୪: ଛତିଶଗଡ଼ କୋରବା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ରଜଗାମାର ଥାନା ଅଞ୍ଚଳରେ ଥିବା ଔରାଇ ଗାଁରେ ମୁକୁନ୍ଦ ନାମକ ଜଣେ ଯୁବକ...

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା...

ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ମମତା ବାନାର୍ଜୀଙ୍କ ଡିଏନ୍‌ଏରେ ଦୋଷ ଅଛି

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ବାଲିଆ ଜିଲାର ଭାଜପା ବିଧାୟକ ସୁରେନ୍ଦ୍ର ସିଂ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ...

ପୁଡୁଚେରୀରେ ସରକାର ଗଢିବ ଏନ୍‌ଡିଏ: ଶାହା

ପୁଡୁଚେରୀ,୨୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ପୁଡୁଚେରୀ ଗସ୍ତରେ ଅଛନ୍ତି । ରବିବାର ସେ କରାଇକଲଠାରେ ଏକ ଜନସଭାକୁ ସାମ୍ବାଧନ କରିବା ଅବସରରେ କଂଗ୍ରେସ...

ମାଆବାପା ପଜିଟିଭ୍‌ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ...

Advertisement
Archives

Model This Week