Posted inଜାତୀୟ

ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୭।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ସବୁ ଦିଗରୁ ଚେଷ୍ଟା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ ଅବଧିକୁ ପୁଣିଥରେ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ତାମିଲନାଡୁ ସରକାର ମଧ୍ୟ ଏହି ଲକ୍‌ଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ରବିବାର ସକାଳ ସୁଦ୍ଧା ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୮୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୫୩୮ ଜଣ ସୁସ୍ଥ ହୋଇଛନ୍ତି ଓ ୭୪ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ହଜାର ଅତିକ୍ରମ କରିବା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି।...

ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ...

ଗୃହରେ ବିଧାନ ପରିଷଦ ଗଠନ ଦାବି ଉଠାଇଲା ବିଜେଡି

ନୂଆଦିଲ୍ଲୀ,୨୪।୩: ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଶୂନ୍ୟକାଳରେ ବିଜେଡି ଏମ୍‌ପି ମୁଜିବୁଲ୍ଲା ଖାନ୍‌ ଏହି...

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି।...

ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା...

ଇସ୍ତଫା ଦେବେ ବାଘେଲ!

ରାୟପୁର,୨୭ ।୮: ଛତିଶଗଡ଼ କଂଗ୍ରେସରେ ରାଜନୈତିକ ସଙ୍କଟ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଦିଲ୍ଲୀରେ ପହଞ୍ଚିଛନ୍ତି ।...

୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩...

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ...

Advertisement
Archives

Model This Week