Posted inଖେଳ

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି। ଶନିବାର ଏଟିକେ ୨-୦ ଗୋଲରେ ଏହି ଦଳିକୁ ପରାସ୍ତ କରିଛି। ମୁମ୍ବାଇ ସିଟି ତରଫରୁ ପ୍ରଥମାର୍ଦ୍ଧରେ ପ୍ରଣୟ ହାଲ୍‌ଦାର (୨୯ତମ ମିନିଟ୍‌) ମାଇକେଲ ସୁସାଇରାଜ (୪୩ତମ) ଗୋଲ ଦୁଇଟିକୁ ସ୍କୋର କରିଥିଲେ। ମୁମ୍ବାଇ ଫୁଟ୍‌ବଲ ଆରେନାଠାରେ ଶନିବାର ଏହି ବିଜୟ ଦ୍ୱାରା ଏଟିକେ ଦଳର ପଏଣ୍ଟ (୨୧) ଟେବୁଲର ଶୀର୍ଷରେ ଥିବା ଏଫ୍‌ସି ଗୋଆ ସହିତ ସାମନ ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇ ସିଟି ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଶତକ ପୂରଣ ଦେଖି ସ୍ତ୍ରୀ କଲେ ଏମିତି କାମ

ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍‌ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ...

ଟୋକିଓ ଅଲିମ୍ପିକ୍ସ: ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ: ଆଇଓଏ

ନୂଆଦିଲ୍ଲୀ,୧୪।୮(ପି.ଟି.): ଆଗମୀ ଟୋକିଓ ଅଲିମ୍ପିକ୍ସରେ ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ। ଏ ନେଇ ଗୁରୁବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ତରଫରୁ ଘୋଷଣା...

ହାଇ କମିଶନଙ୍କ ସହ ଭେଟିଲା ଭାରତୀୟ ଦଳ

ନୂଆଦିଲ୍ଲୀ, ୮ା୬- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନର ରୁଚି ଘନଶ୍ୟାମଙ୍କ ବାସଭବନକୁ ଗସ୍ତ କରିଛନ୍ତି। ଭାରତୀୟ ଦଳର ସମସ୍ତ...

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ...

ଅପହରଣ ପରେ ଛାଡ଼ ପାଇଲେ ମ୍ୟାକ୍‌ଗିଲ

ସିଡ୍‌ନୀ,୬।୫(ପି.ଟି.): ଅଷ୍ଟ୍ରେଲିଆ ପୂର୍ବତନ ଲେଗ୍‌ ସ୍ପିନର ଷ୍ଟୁଆର୍ଟ ମ୍ୟାକ୍‌ଗିଲ ସିଡ୍‌ନୀସ୍ଥିତ ତାଙ୍କ ଘରୁ ଅପହରଣ ହୋଇଥିଲେ ଓ ପରେ ତାଙ୍କୁ ଛାଡି ଦିଆଯାଇଥିଲା ବୋଲି ନ୍ୟୁ...

‘ମୁଁ ଧୋନୀଙ୍କ ପାଇଁ ଜୀବନ ଦେଇପାରିବି’

ମୁମ୍ବାଇ,୨।୫: କ୍ରିକେଟ ଦୁନିଆରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ ସବୁଠି ଦେଖାଯାଏ। ଦେଶ ହେଉ କି ବିଦେଶ ଖେଳରେ ଧୋନୀଙ୍କ ଫ୍ୟାନ ବେସ ସର୍ବାଧିକ। କ୍ୟାପଟେନ...

ଭାରତ ଫେରିବା ପରେ ବିଏମ୍‌ଡବ୍ଲୁ କିଣିଲେ ଏହି ଖେଳାଳି

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଆସିବା ମାତ୍ରେ ବିଏମଡବ୍ଲୁ କାର କିଣଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ...

ଟସ୍‌ ଯିଏ ଜିତିଲା ମ୍ୟାଚ୍‌ ତା’ର

ଅହମ୍ମଦାବାଦ୍‌,୧୬।୩ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମ୍ୟାଚ୍‌ରେ ୩ୟ ମ୍ୟାଚ୍‌ ପର୍ଯ୍ୟନ୍ତ ଏକ ସମାନ ଧାରା ଦେଖିବାକୁ...

Advertisement
Archives

Model This Week