Posted inଖେଳ

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି। ଶନିବାର ଏଟିକେ ୨-୦ ଗୋଲରେ ଏହି ଦଳିକୁ ପରାସ୍ତ କରିଛି। ମୁମ୍ବାଇ ସିଟି ତରଫରୁ ପ୍ରଥମାର୍ଦ୍ଧରେ ପ୍ରଣୟ ହାଲ୍‌ଦାର (୨୯ତମ ମିନିଟ୍‌) ମାଇକେଲ ସୁସାଇରାଜ (୪୩ତମ) ଗୋଲ ଦୁଇଟିକୁ ସ୍କୋର କରିଥିଲେ। ମୁମ୍ବାଇ ଫୁଟ୍‌ବଲ ଆରେନାଠାରେ ଶନିବାର ଏହି ବିଜୟ ଦ୍ୱାରା ଏଟିକେ ଦଳର ପଏଣ୍ଟ (୨୧) ଟେବୁଲର ଶୀର୍ଷରେ ଥିବା ଏଫ୍‌ସି ଗୋଆ ସହିତ ସାମନ ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇ ସିଟି ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି, ଧୋନୀଙ୍କଠାରୁ ବି ଅଧିକ ଦାମୀ ଗାଡ଼ି ଚଲାଉଛନ୍ତି ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍‌ କିଣିଛନ୍ତି। ଏହି କାର୍‌ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ...

ଉଥପାଙ୍କ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳରେ ୫ ଭାରତୀୟ

ନୂଆଦିଲ୍ଲୀ,୩।୧-୨୦୧୯ବର୍ଷ ଶେଷ ହେବା ପରେ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରମାନେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ ଚୟନ କରୁଛନ୍ତି। ଏହି ଧାରାରେ ଯୋଡ଼ି ହୋଇଛନ୍ତି ଉଇକେଟକିପର...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଶଶାଙ୍ଗ, ଆୟୂଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ୬ଟି ମ୍ୟାଚ...

ଆଇପିଏଲ ଦର୍ଶକଙ୍କୁ ଚେତାବନୀ: ଷ୍ଟାଡିୟମକୁ ସିଏଏ-ଏନଆରସି ବ୍ୟାନର ନେଲେ ହେବ ଦୃଢ଼କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ (ଆଇପିଏଲ ୨୦୨୩) ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି। ଏହା...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କ’ଣ, କାହିଁକି କରାଯାଇଛି ଏପରି ନାମକରଣ

ସେଞ୍ଚରିଆନ୍‌, ୨୪।୧୨: ଦକ୍ଷିଣ ଆଫ୍ରିକା-ଭାରତ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ...

ଅଙ୍କିତା, ଋତୁଜା ସେମିଫାଇନାଲରେ

ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍‌ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ...

୪ର୍ଥ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ମହାକାଳଙ୍କ ଦର୍ଶନ କଲେ ବିରୁଷ୍କା

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଭୋପାଳର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଭୟଙ୍କ ଫଟୋ...

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ।...

Advertisement
Archives

Model This Week