Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ବିବିଏମ୍‌ପି ସଦସ୍ୟ

ବେଙ୍ଗାଲୁରୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ ରିଲିଫ୍‌ ଶିବିରରେ ରହିଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ଏପଟେ ବନ୍ୟା ପରିସ୍ଥିତିକୁ ଦେଖି ବୃହତ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି)ର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପଣ୍ଡକୁ ଗୋଟିଏ ମାସର ଦରମା ଦାନ କରିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ସଂରକ୍ଷଣ ପାଇଁ ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’

ଦେଓଘର, ୨୯।୧୦: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପ୍ରଦାନ କରାଯିବ। ଭାରତ ସରକାରଙ୍କ...

ଟପିଲା ଅତ୍ୟାଚାରର ସବୁ ସୀମା

ଭୋପାଳ, ୧୬।୨ : ମଧ୍ୟପ୍ରଦେଶର ଗୁଣା ଜିଲାର ସାଗାଇ ଓ ବନ୍ସ ଗାଁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ଜଣେ ଆଦିବାସୀ ମହିଳାଙ୍କୁ ସ୍ବାମୀଙ୍କ...

ସିବିଏସ୍‌ଇ ବୋର୍ଡ ପରୀକ୍ଷା: ୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ-ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ୧୭ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ...

ଆମ୍ବୁଲାନ୍ସ ବନ୍ଦ କଲା ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ରାଲି

କୋଲକାତା,୮।୧: ପଶ୍ଚିମବଙ୍ଗର ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବରୋଧୀ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି।...

ଝିଅ ଜନ୍ମ ହେବାରୁ ମାଗଣାରେ ସେବା ଯୋଗାଇଲେ ସଲମାନ୍‌

ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି...

ନିର୍ଭୟା ମାମଲା: ୧୭ ମାର୍ଚ୍ଚରେ ତିହାର ଜେଲ ପହଞ୍ଚିବେ ଜହ୍ଲାଦ ପବନ

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏଥିପାଇଁ...

୧୭ ହଜାର ଫୁଟ ଉପରେ ଯୋଗ କଲେ ହିମବୀର

ସିକ୍କିମ, ୨୧ ।୬: କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସାର୍ବଜନିକ ଭାବେ ପାଳନ କରାଯାଇ ପାରି ନ ଥିଲା...

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ...

Advertisement
Archives

Model This Week