ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା ପରେ ସେଥିରେ ଥିବା ଭାରତୀୟଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କୁ ମୁକ୍ତ କରାଇବାରେ ସହଯୋଗ କରିଥିବା ସମସ୍ତଙ୍କୁ ସେଠାର ଭାରତୀୟ ମିଶନ ଧନ୍ୟବାଦ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ସନ୍ତାନ ଲୋଭରେ ମୁଣ୍ଡରେ କଣ୍ଟା ବାଡ଼େଇଲେ ଗର୍ଭବତୀ

ପେଶାଓ୍ବର,୯।୨: ଧାର୍ମିକ ଗୁରୁଙ୍କ ପରାମର୍ଶ କ୍ରମେ ନିଶ୍ଚିତ ଶିଶୁପୁତ୍ର ଲାଭ କରିବା ପାଇଁ ଜଣେ ଗର୍ଭବତୀ ମହିଳା ନିଜ ମୁଣ୍ଡରେ କଣ୍ଟା ବାଡ଼େଇଛନ୍ତି। ଏଭଳି ଘଟଣା...

ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି।...

କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ...

ଚିକିତ୍ସାରେ ଡାଭିଡ୍‌-ଆର୍ଡେନଙ୍କୁ ନୋବେଲ…

ଓ୍ବାଶିଂଟନ,୪।୧୦: ଚିକିତ୍ସାରେ ୨୦୨୧ ବର୍ଷ ପାଇଁ ଡାଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡନ ପାଟାପୋର୍ଟିୟନଙ୍କୁ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ଏହି ଦୁଇ ଗବେଷକଙ୍କୁ ଶରୀରରେ...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ...

ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ...

ଶେହଓ୍ବାଜ୍‌ ବନାମ କୁରେଶୀ

ଇସ୍‌ଲାମାବାଦ,୧୧ା୪: ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଅନାସ୍ଥା ଭୋଟରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ...

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର...

Advertisement
Archives

Model This Week