Advertisement
Posted inଜାତୀୟ

ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍‌ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି। ଟିଏମସିର ଅନେକ ବିଧାୟକ ଏବଂ ଏମ୍‌ପି ଦଳ ଛାଡି ଭାଜପାରେ ଯୋଗ ଦେଇଥିଲାବେଳେ ଏବେ ଆଉ ଜଣେ ବିଧାୟକ ଦଳ ଛାଡିଛନ୍ତି। କୋଲକତାର ପୂର୍ବ ମହାପୌରର ବିଧାୟକ ଶୋଭନ ଚାଟାର୍ଜୀ ଟିମଏସି ଛାଡି ଭାଜପାରେ ଯୋଗଦେବେ ବୋଲି ଜଣାପଡିଛି। ବୁଧବାର କିମ୍ବା ଆଗାମୀ ସପ୍ତାହରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କୂ’ରେ ଡାଟା ଅସୁରକ୍ଷିତ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍‌ କରିବାରେ ଲାଗିଛନ୍ତି। ଏହାକୁ ନେଇ...

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ...

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ସେଲିବ୍ରିଟିମାନେ ଘରୋଇ ହସ୍ପିଟାଲରେ ମାଡିବସିଛନ୍ତି ଶଯ୍ୟା

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କରୋନା ସଂକ୍ରମଣର ଗମ୍ଭୀର...

ଦିଲ୍ଲୀ ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପୋଷ୍ଟାଲ ବାଲଟରେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ସୋମବାର ନିର୍ବାଚନ କମିଶନ ସୁନୀଲ ଅରୋରା ଖବରଦାତା ସମ୍ମିଳନୀ କରି ଆସନ୍ତା ବିଧାନସଭା ନିର୍ବାଚନ ଓ...

ପ୍ରେମିକାଙ୍କ ସହ କୁକୁରକୁ ହତ୍ୟା କଲେ ଡାକ୍ତର, କ୍ଲିନିକ୍‌ ପରିସରରେ ଗାତ କରି ପୋତିଦେଲେ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ପ୍ରେମିକାଙ୍କୁ ହତ୍ୟା କରି ପୋତି ପକାଇଥିଲେ। ତେବେ...

ଓଡ଼ିଶାରେ ଦ୍ୱିତୀୟ ଏମ୍ସ: କେନ୍ଦ୍ର କହିଲା ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ, ୪ା୮: ଓଡ଼ିଶାର ସୁନ୍ଦରଗଡ଼ ସହରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ...

ହିନ୍ଦୁ ଦେବୀଙ୍କୁ ଅପମାନ, ଟୁଇଟର ଇଣ୍ଡିଆ ଏମ୍‌ଡ଼ି ବିରୋଧରେ ଅଭିଯୋଗ…

ନୂଆଦିଲ୍ଲୀ,୪।୭: ଟୁଇଟର ବିରୋଧରେ ଅଭିଯୋଗ ଥମିବାର ନାଁ ଧରୁନି। ଏବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରାଯାଇଥିବା ନେଇ ଟୁଇଟର ଇଣ୍ଡିଆ ଏମ୍‌ଡ଼ି ମନୀଷ ମାହେଶ୍ୱରୀଙ୍କ ବିରୋଧରେ...

Advertisement
Archives

Model This Week