Posted inଜାତୀୟ

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ବିକାଶରେ ତ୍ରିପୁରାର ପରମ୍ପରାର ଯୋଗଦାନ ନେଇ ସେ ପ୍ରଶଂସା କରିଛନ୍ତି। ଏହା ତ୍ରିପୁରାର ଜନସାଧାରଣଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଥିବା ସେ କହିଛନ୍ତି। ସେହିପରି ମେଘାଳୟର ପରମ୍ପରା, ଲୋକଗୀତ ତଥା ପରିବେଶ ସଂରକ୍ଷଣ ଯୋଜନା ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଥିବା ମୋଦି ଟୁଇଟ୍‌ କରିଛନ୍ତି। ମଣିପୁରର ସଂସ୍କୃତି ଦେଶରେ ଏକ ଉଲ୍ଲେଖନୀୟ ସ୍ଥାନ ସୃଷ୍ଟି କରିପାରିଛି। ରାଜ୍ୟର ଜନସାଧାରଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ବେଶ୍‌ ଖ୍ୟାତି ଅର୍ଜନ କରିପାରିଛନ୍ତି। ଏହା ଆଗାମୀ ଦିନରେ ଜାରି ରହୁ ବୋଲି ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିହାସରେ ପରିଣତ ହେଲା ଭାଜପା କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବା ଖବର

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)କାର୍ଯ୍ୟାଳୟରେ ବୋମା ଥିବାର ଖବର ଶନିବାର ସକାଳେ ଜଣେ ବ୍ୟକ୍ତି ଫୋନ୍‌ କରି...

ଆଶିଷଙ୍କ ଜାମିନ ମାମଲା, କ’ଣ କରାଯିବ ଆମକୁ ଜଣାଅଛି, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା...

ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା...

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ...

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ...

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ଜିତିଲେ ଜହ୍ନ ମାମୁଁ ଦେଶ ନେବି ବୁଲାଇ: ପ୍ରତିଶ୍ରୁତି ଦେଲେ ନିର୍ଦଳୀୟ ପ୍ରାର୍ଥୀ

ଚେନ୍ନାଇ,୨୫।୩: ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥାନ୍ତି। ବହୁ ସମୟରେ ଏସବୁ ପ୍ରତିଶ୍ରୁତି ପାଣିର ଗାର ଭଳି ପ୍ରବଞ୍ଚନାରେ ପରିଣତ ହୋଇଥାଏ।...

ଗ୍ୟାସ୍‌ ଲିକ୍‌ ହେଉଥିଲା, ଅନ୍‌ କରିଦେଲେ ଲାଇଟ୍‌….

ଅହମ୍ମଦାବାଦ,୨୪।୭: ଗୁଜରାଟର ଅହମ୍ମଦାବାଦ ସହରରେ ଏକ ବଡ଼ ଧରଣର ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ବସ୍ଫୋରଣ ଘଟିଛି। ଘଟଣାରେ ୪ ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week