Posted inଜାତୀୟ

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ଲାଲୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ବିହାର ସରକାର ବିଧାନସଭାରେ ଖୁଲାସା କରିଛନ୍ତି। ଏହି ମାଲିସ୍‌ ପାଇଁ ପାଞ୍ଚ ବର୍ଷ(୧୯୯୦-୯୧ରୁ ୧୯୯୫-୯୬) ଭିତରେ ୧୬ ଲକ୍ଷ ଟଙ୍କାରେ ସୋରିଷ ତେଲ କିଣାଯାଇଥିଲା ବୋଲି ଜଣାପଡିଛି। ଏହି ସମୟରେ ମଇଁଷି ଶିଙ୍ଘ ମାଲିସ୍‌ ପାଇଁ ୪୯ ହଜାର ୯୫୦ ଲିଟର ସୋରିଷ ତେଲ ଅଣାଯାଇଥିଲା ବ୍ୟୟ ବିଧେୟକ ୨୦୧୯ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲା କଂଗ୍ରେସ

ଶିଲଂ,୧୦।୨: ମେଘାଳୟରେ କଂଗ୍ରେସ ଗୁରୁବାର ଦାରିଦ୍ର ସୀମାରେଖା (ବିପିଏଲ)ରେ ଥିବା ସିଙ୍ଗଲ ମା’ଙ୍କୁ ମାସକୁ ୩୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ଫେବୃଆରୀ ୨୭ରେ ଉତ୍ତର-ପୂର୍ବ...

ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ...

ମହାରାଷ୍ଟ୍ରରେ ରାହୁଲଙ୍କୁ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ସେପଟେ...

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ...

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର...

‘ଆପଣ କେତେଥର ପ୍ରେମ କରିଛନ୍ତି’

ନୂଆଦିଲ୍ଲୀ,୧୧।୨ : ‘ଆପଣ କେତେଥର ପ୍ରେମ କରିଛନ୍ତି’ ବୋଲି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କରଙ୍କୁ ଶୁକ୍ରବାର କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀ...

ଭାରତରେ ଥିଲେ ନୋବେଲ ପାଇପାରି ନ ଥାନ୍ତି:ଅଭିଜିତ ବାନାର୍ଜୀ

ଜୟପୁର,୨୬।୧: ଭାରତରେ ଥିଲେ ନୋବେଲ ପୁରସ୍କାର ମୋତେ ମିଳି ନ ଥାନ୍ତା ବୋଲି କହିଛନ୍ତି ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ଜୟପୁର...

କଂଗ୍ରେସ କ୍ଷମତାକୁ ଆସିଲେ ରିହାତିରେ ମିଳିବ ବିଦ୍ୟୁତ: ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୬।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେଠାରୁ ପ୍ରାୟ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କଲେଣି।...

Advertisement
Archives

Model This Week