Posted inଖେଳ

ଭିଡ ଭିତରେ ଫସିଗଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି। ମଝିରେ ମଝିରେ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଉଠୁଛି। କିନ୍ତୁ ଏହାକୁ ନେଇ ଚୁପ୍‌ ଅଛନ୍ତି ମାହି। ଏବେ ସେ ନିଜ ପରିବାର ସହ ସହ ବିତାଉଛନ୍ତି। ତାଙ୍କ ସ୍ତ୍ରୀ ସାକ୍ଷୀ କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ମାହି ଯେଉଁଠାକୁ ଯାଆନ୍ତୁନା କାହିଁକି ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରନ୍ତିି। ଏବେ ଧୋନୀ ବନ୍ଧୁ ଏବଂ ପରିବାର ସହ ମଧ୍ୟ ପ୍ରଦେଶରେ ଛୁଟି କାଟୁଛନ୍ତି। ସେ ଏକ ପାର୍କକୁ ବୁଲିବାକୁ ଯାଇଥିବାବେଳେ ପ୍ରଶଂସକ ତାଙ୍କୁ ଘେରିଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ସୁରକ୍ଷାକର୍ମୀମାନେ ମଧ୍ୟ ମାହିଙ୍କୁ ସୁରକ୍ଷା ଦେବା ପାଇଁ ଯାଇପାରି ନ ଥିଲେ। ଧୋନୀଙ୍କ ସହ ସେଲଫି ନେବା ପାର୍ଇ ପ୍ରଶଂସକ ଭିଡ ଜମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇଙ୍କ ସହିତ କେସିଙ୍ଗାର ପର୍ବତାରୋହୀ ହରେଶ...

ଖେଳାଳିଙ୍କ ସହ ଗମ୍ଭୀର ଆଲୋଚନା କରିଥିଲେ ବେଲିସ୍‌

ଲଣ୍ଡନ, ୨୮।୭ (ଏଏଫ୍‌ପି)-ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ପରାଜୟରୁ ବର୍ତ୍ତିଯିବା ପରେ ଇଂଲଣ୍ଡ କୋଚ୍‌ ଟ୍ରେଭର ବେଲିସ ଟେଷ୍ଟ ଖେଳାଳିଙ୍କ ସହ ‘ଗମ୍ଭୀର ଆଲୋଚନା’ କରିଥିବା ସ୍ବୀକାର...

କରୋନାରୁ ଆରୋଗ୍ୟ ହେଲେ କରୁଣ ନାୟାର

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ଭାରତ ଓ କିଙ୍ଗ୍ସ ଇଲେଭେନ୍‌ ବ୍ୟାଟ୍ସମ୍ୟାନ କରୁଣ ନାୟାର କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର...

ନେଟ୍ସକୁ ଫେରିଲେ ଭୁବନେଶ୍ୱର

ମାଞ୍ଚେଷ୍ଟର, ୨୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିକୁ ଭେଟିବାକୁ ଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ...

ଓଡ଼ିଶା ଏଫ୍‌ସିର ଆଉ ଏକ ପରାଜୟ

ବାମ୍ବୋଲିମ୍‌, ୨।୨: ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ପରାଜୟ ବରଣ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦଳ ୦-୧...

ଏଥର ଆଇପିଏଲରେ ବିକ୍ରି ହେବେ ୧୪ରୁ ୪୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଖେଳାଳି: ଜାଣନ୍ତୁ କିଏ ବରିଷ୍ଠ, କିଏ ସର୍ବକନିଷ୍ଠ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର...

ଚଳିତ ବର୍ଷ ଆଇପିଏଲ୍‌ର ଟାଇଟଲ୍‌ ସ୍ପନଶର ହେବ ନାହିଁ ଭିଭୋ

ନୂଆଦିଲ୍ଲୀ, ୬ା୮ (ପି.ଟି.)-ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାଇନିଜ ମୋବାଇଲ କମ୍ପାନୀ ଭିଭୋ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

Advertisement
Archives

Model This Week