Advertisement
Posted inଜାତୀୟ

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ଏକାଠି ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଡାହାଣୀ ସନ୍ଦେହରେ ୪ ଜଣଙ୍କୁ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଶିକାରୀ ଗାଁରେ ଏଭଳି କାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ୧୨ ଜଣଙ୍କ ନାମରେ ମାମଲା ଦାଏର କରାଯାଇଛି। ଏହାର ତଦନ୍ତ ଜାରି ରହିଥିବା ଏସ୍‌ପି ଅଞ୍ଜନୀ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ନୂଆଦିଲ୍ଲୀ,୨୫।୪: ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ଯେଉଁ ମହିଳାମାନେ ସ୍ବପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଥିପାଇଁ ମହିଳାମାନେ ଅନ୍‌ ଲାଇନ୍‌ ଆବେଦନ...

ବିଦେଶୀ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଭାରତରେ ଇଣ୍ଟର୍ନଶିପ୍‌ ଅନୁମତି

ନୂଆଦିଲ୍ଲୀ,୬।୩(ଆଇଏଏନ୍‌ଏସ୍‌): ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ର ଭାରତରେ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍‌-୧୯ ମହାମାରୀ ଏବଂ ୟୁକ୍ରେନ୍‌ ସଙ୍କଟ ଆଦି ସ୍ଥିତି ଯୋଗୁ...

ଦୈନିକ ସଂକ୍ରମଣ ୪୦ ହଜାରରୁ କମ୍‌, ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର...

ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ପ୍ରସ୍ତୁତ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାର ରହିଛି। ପୃଥିବୀର ଅନ୍ୟ ଦେଶ ଭଳି...

କେଦାରନାଥରେ ତୀର୍ଥଯାତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୩।୯: ଉତ୍ତରାଖଣ୍ଡ କେଦାରନାଥରେ ସୋମବାର ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ...

ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ...

ବନ୍ଧୁକ ଚାଳନା ଶିଖୁଛନ୍ତି ବଜରଙ୍ଗ ଦଳ କର୍ମୀ

ବେଙ୍ଗାଲୁରୁ, ୧୭ା୫: କର୍ନାଟକର କୋଡାଗୁ ଟ୍ରେନିଂ କ୍ୟାମ୍ପ୍‌ରେ ବଜରଙ୍ଗ ଦଳର କର୍ମୀ ବନ୍ଧୁକ ଚାଳନା ଶିଖୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା...

Advertisement
Archives

Model This Week