ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ ପୋଷାକରେ ସଜାଯିବା ସହ ବାଜା ବଜାଇ ଏହି ବିବାହ କରାଯାଇଛି। ତେବେ ରାଣୀ ଓ ରାଜା ହେଉଛନ୍ତି ଦୁଇଟି ଘୋଡା। ପ୍ରୋ-କନ୍ନଡ ଆକ୍ଟିଭିଷ୍ଟ ଭାତଲ ନାଗରାଜ ଏହି ବିବାହ ଉତ୍ସବ ଆୟୋଜନ କରିଥିଲେ। ଏହାପୂର୍ବରୁ ମଧ୍ୟ ନାଗରାଜ ଏମିତି ବିବାହ କରିସାରିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେଉଁ ଯୁବତୀ ଯୁବକମାନେ ପ୍ରେମ ବିବାହ କରୁଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ଓ କର୍ନାଟକ ସରକାର ୧ ଲକ୍ଷ ଓ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦିନ ପରେ ଅପହୃତ ଶ୍ରମିକଙ୍କୁ ଛାଡ଼ିଲେ

ଗୁଆହାଟି,୧୩।୨: ଅରୁଣାଚଳପ୍ରଦେଶର ଲୋଙ୍ଗଡିଙ୍ଗ୍‌ ଜିଲାରୁ ଅପହରଣ କରାଯାଇଥିବା ୨ଜର ଶ୍ରମିକଙ୍କୁ ୧୨ ଦିନ ପରେ ଉଗ୍ରପନ୍ଥୀମାନେ ମୁକ୍ତ କରିଦେଇଛନ୍ତି। ମ୍ୟାନ୍‌ମାରରେ ସକ୍ରିୟ ଥିବା ଏନ୍‌ଏସ୍‌ସିଏନ୍‌(କେ) ସଙ୍ଗଠନର...

ବିଶାଳକାୟ ଗେଣ୍ଡାର ଦାମ୍‌ ୧୮ହଜାର

ହାଇଦ୍ରାବାଦ,୨୯।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଏକ ନଦୀ ମୁହାଣରୁ ଏକ ବିଶାଳକାୟ ସମୁଦ୍ର ଗେଣ୍ଡା ଉଦ୍ଧାର ହୋଇଛି। ଏହି ସାମୁଦ୍ରିକ ଗେଣ୍ଡାକୁ ୧୮ହଜାର ଟଙ୍କାରେ...

ଆଜି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ ମୋଦି

ଭୋପାଲ,୧୩।୫: ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀ ଶୁକ୍ରବାର ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ...

ଓଲଟିଲା ଟ୍ରାକ୍ଟର :୬ ମୃତ, ୨୦ ଆହତ

ଅମରାବତୀ,୮।୧୨: ଆନ୍ଧ୍ରପ୍ରଦେଶ ଚିତ୍ତୋର ପୁଥାଲାପାଟ୍ଟୁ ମଣ୍ଡଳର ଲକ୍ଷ୍ମାୟା ଗ୍ରାମରେ ଗୁରୁବାର ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିଛି। ଏଥିରେ ଦୁଇ ବର୍ଷର ବାଳିକା ସମେତ...

ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି

ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଏହି ବିିଲ୍‌ରେ ୧୮ ବର୍ଷରୁ କମ୍‌...

ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କେନ୍ଦ୍ର ସରକାର ପୁଡୁଚେରୀକୁ ଟ୍ରାନ୍ସଜେଣ୍ଡର ଘୋଷଣା କରିଦିଅନ୍ତୁ: ଭି.ନାରାୟଣସାମୀ

ପୁଡୁଚେରୀ,୨୨।୧୧:କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ। ଯେତେବେଳେ ଯାହା ମନ ହେଉଛି ସରକାର ଆମ ଉପରେ ସେହି ହିସାବରେ ବ୍ୟବହାର କରୁଛନ୍ତି।...

କିଏ ସେହି ସାନ୍ତା କ୍ଲଜ୍‌, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି

ବଡଦିନ ଆସିଲେ ସାନ୍ତା କ୍ଲଜ୍‌ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍‌ ଭାବେ ପିଲାଙ୍କ ମଧ୍ୟରେ ଏହି...

Advertisement
Archives

Model This Week