Posted inଜାତୀୟ

ଭାରତ-ଚାଇନା ସୀମା ବିବାଦ: ବ୍ରିଗେଡିୟର, କର୍ନେଲ ସ୍ତରରେ କଥାବାର୍ତ୍ତା

ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ବିବାଦର ସମାଧାନ କରିବାକୁ ଏବେ ବ୍ରିଗେଡିୟର ଓ କର୍ନେଲ ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦ୍ଦାଖର ଗଲଓ୍ବା ନଦୀ ଓ ହଟ୍‌ ସ୍ପ୍ରିଙ୍ଗରେ ଚାଲିଥିବା ପ୍ରବେଶ ଉଦ୍ୟମକୁ ନେଇ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଛି। ଏହାକୁ ନେଇ କିଛି ସ୍ଥାନରେ ସେନା ସଂଖ୍ୟାକୁ ମଧ୍ୟ କମ୍‌ କରି ଦିଆଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଜୁନ ୬ରେ ହୋଇଥିବା ସେନା କମାଣ୍ଡର କଥାବାର୍ତ୍ତାରେ ଦୁଇପକ୍ଷ ସକରାତ୍ମକ ମନୋଭାବ ଦେଖାଇଥିବା ବେଳେ ଉଭୟ ପରଭସ୍ପରର ସେନାଙ୍କୁ ପଛକୁ ଘୁଞ୍ଚାଇ ନେବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଧାନମନ୍ତ୍ରୀଙ୍କ ଟୁଇଟର ବାର୍ତ୍ତା: ରାଜ୍ୟପାଳଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୪: କରୋନା ସଂକ୍ରମଣ ରୋକିବା ଲାଗି ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପୂର୍ବାହ୍ନ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭିଡିଓ ମେସେଜ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ...

ଗିରୀଶ ମୁର୍ମୁ ଆଇପିୟୁ ଏକ୍ସଟରନାଲ ଅଡିଟର ନିର୍ବାଚିତ

ନୂଆଦିଲ୍ଲୀ, ୨୧।୧୧: ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଜେନେଭାସ୍ଥିତ ଇଣ୍ଟରପାର୍ଲାମେଣ୍ଟାରୀ ୟୁନିୟନ (ଆଇପିୟୁ)ର ଏକ୍ସଟରନାଲ ଅଡିଟର ନିର୍ବାଚିତ ହୋଇଛନ୍ତି।...

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା...

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର...

ସିଏଏ, ଏନ୍‌ଆର୍‌ସି ଲାଗୁ ହେବ: ନଡ୍ଡା

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ନାଗରିକତ୍ୱ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଥିବାବେଳେ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ସେଥିରେ ଘିଅ ଢାଳିଛନ୍ତି। ନୂଆ ନାଗରିକତ୍ୱ ଆଇନ...


Coronavirus Update

Archives

Model This Week

Why Dharitri