ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର

ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ ତାଙ୍କୁ ଫେରାଇ ନେବ ବୋଲି କହିଛନ୍ତି ସରକାର। ଭାରତର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ନେଇ ପ୍ରଶ୍ନ ପଚରାଯିବାରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମେନ କହିଛନ୍ତି ଭାରତ ସହ ବାଂଲାଦେଶର ମଧୁର ସମ୍ପର୍କ ରହିଛି। ତେଣୁ ଏଥିରେ କୌଣସି ଅସୁବିଧା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାର ନିରାପଦ ସୀମା ନାହିଁ

ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ...

ବ୍ରିଟେନ ଯୁବତୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର, ୬ା୫: ବିବାହ ପାଇଁ ରାଜି ନ ହେବାରୁ ପାକିସ୍ତାନ ସ୍ଥିତ ଲାହୋରର ଗ୍ୟାଙ୍ଗ୍‌ଷ୍ଟର ଲଣ୍ଡନର ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମାହିରା...

କ୍ୟାମେରା ଆଗରେ ରିପୋର୍ଟରକୁ ଲୁଟିଲେ

କ୍ୱିଟୋ,୨୦।୨: ଜଣେ ରିପୋର୍ଟର ଓ ଟିଭି କ୍ରୁ ମେମ୍ବରଙ୍କୁ ବନ୍ଧୁକ ମୁନରେ ଲୁଟିଛନ୍ତି। ତାହା ପୁଣି ଲାଇଭ କ୍ୟାମେରା ଆଗରେ। ଇକ୍ୱାଡରରେ ଘଟିଥିବା ଏହି ଅବିଶ୍ୱସନୀୟ...

୩ କୋଟିରୁ ଅଧିକ ଗରିବ ଲୋକ ଦେବେନି ଭୋଟ !

ଓ୍ବାଶିଂଟନ, ୧୩।୮: ଆମେରିକାରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଠାରେ ଭୋଟର ସଂଖ୍ୟା ୮ କୋଟିରୁ ଅଧିକ ରହିଛନ୍ତି। ତେବେ ଚଳିତ ନିର୍ବାଚନରେ ୩...

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା...

ଟୋଲୋ ନ୍ୟୁଜର ଖବରଦାତାଙ୍କୁ ହତ୍ୟା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନର ବର୍ବରତା ବେଳକୁ ବେଳ ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି...

ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା...

ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି...

Advertisement
Archives

Model This Week