Posted inଜାତୀୟ

ଭାଜପାରେ ମିଶିଲେ ଅଳ୍ପେଶ ଠାକୁର

ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ ଗୁଜରାଟ ଭାଜପା ଅଧ୍ୟକ୍ଷ ଜିତୁ ଭଗାନୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଭୋଟଦେବା ପରେ ଠାକୁର ଓ ଜାଲା ଜୁଲାଇ ୫ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଏମାନେ ଖୁସି ନ ଥିବା ପୂର୍ବରୁ ପ୍ରକାଶ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଠାକୁର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍‌ ବୋର୍ଡ: ମସଜିଦ୍‌ ଜମି ନେଇ ଏବେ ହେବନି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍‌ ଜମି ନେଇ କୌଣସି ଚର୍ଚ୍ଚା କରାଯିବ...

ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା...

ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ…

ନୂଆଦିଲ୍ଲୀ,୨୯।୮: ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି...

ବିମାନସେବା କ୍ଷେତ୍ରରେ ମିଳିବ ଲକ୍ଷେ ନିଯୁକ୍ତି

ନୂଆଦିଲ୍ଲୀ,୯।୮: ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ବିମାନ ସେବା କ୍ଷେତ୍ରରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ଆଶା କରାଯାଉଛି ବୋଲି...

‘ବେଳେବେଳେ ମନକୁ ଆସୁଛି ରାଜନୀତି ଛାଡିଦେବି’

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ସଚ୍ଚୋଟତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ଖୋଲାଖୋଲି ଭାବରେ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ନିହତ

ଅଟାରି,୧୭।୧୨: ପଞ୍ଜାବ ଅମୃତସରର ଅଟାରି ସୀମା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଦେଇଛନ୍ତିି। ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ...

ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲା: ଓରେଭା କମ୍ପାନୀ ଏମଡିଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ…

ଅହମଦାବାଦ,୭।୩ : ଗୁଜୁରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲାରେ ଓରେଭା କମ୍ପାନୀର ଏମଡି ଜୟସୁଖଭାଇ ପଟେଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଜିଲ ଓ ସେସନ୍ସ କୋର୍ଟ...

କୋଟି କୋଟି ଟଙ୍କାର କାର୍‌ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ...

Advertisement
Archives

Model This Week