Posted inଜାତୀୟ

ଭାଜପାରୁ ବହିଷ୍କୃତ ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନ୍‌ଗାର

ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂକୁ ଦିଲ୍ଲୀରୁ ଅଚାନକ ଡାକରା ଆସିବା ପରେ ସେନ୍‌ଗାରଙ୍କୁ ବହିଷ୍କାର କରାଯାଇଛି। ତେବେ ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣା ସୁପରିକଳ୍ପିତ ବୋଲି କୁହାଯିବା ପରେ ଏହାକୁ ନେଇ ଚାରିଆଡୁ ଭାଜପା ଉପରେ ଚାପ ପଡିବାରୁ ଦଳ ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୭ରେ ବିଧାୟକ ସେନ୍‌ଗାର ଉନ୍ନାଓ ପୀଡିତାଙ୍କୁ ବଳାତ୍କର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ପ୍ରାୟ ୪ ଦିନ ତଳେ ଉନ୍ନାଓ ପୀଡିତା ଓ ତାଙ୍କ ସମ୍ପର୍କୀୟ ଯାଇଥିବା ଗାଡି ଦୁର୍ଘଟଣା ହେବା ପରେ ସେନ୍‌ଗାରଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍‌ଜିଟ୍‌ ପୋଲ୍‌ରେ ମହାମେଣ୍ଟ

ନୂଆଦିଲ୍ଲୀ,୮ା୧୧: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନ କରୁଥିବା ବିହାରରେ ଏଥର କ୍ଷମତା ପରିବର୍ତ୍ତନର ଆଭାସ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ବିରୋଧୀ...

କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର

ଅହମଦାବାଦ୍‌,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି।...

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

ଚଣ୍ଡିଗଡ,୧୮।୨:ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମୁହାଁମୁହିଁ ହୋଇଛନ୍ତି। ଉଭୟ...

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ...

୮୩ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଅନୁସନ୍ଧାନ ପାଇଁ ସିବିଆଇ ଲୋଡିଛି ୩୮ ଥର ଅନୁମତି…

ନୂଆଦିଲ୍ଲୀ,୨୩।୨ : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୋଟ ୮୩ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ ଆରମ୍ଭ କରିବାକୁ ଅନୁମତି ପାଇଁ...

କିପରି ଉଠାଇବେ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍‌ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ...

ଅନ୍ନଶନ କରିବେ ନି ଆନ୍ନା ହଜାରେ

ପୁଣେ,୩୦।୧- ଭେଟେରାନ ସାମାଜିକ କର୍ମୀ ଆନ୍ନା ହଜାରେ ୩ ନୂଆ କୃଷି ଆଇନ ବିରୋଧରେ ଅନ୍ନଶନ କରିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ସିନିୟର ଭାଜପା...

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା...

Advertisement
Archives

Model This Week