Posted inଜାତୀୟ

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ଭୁଲବଶତଃ ସେ ଭାଜପା ପ୍ରାର୍ଥୀ ଭୋଳା ସିଂଙ୍କୁ ଭୋଟଦେଇଥିଲେ। ପଦ୍ମଫୁଲ ଚିହ୍ନରେ ଭୁଲ ବଟନ୍‌ ଦବାଇ ଦେଇଥିବାରୁ ଗୁରୁବାର ସେ ନିଜ ତର୍ଜନୀ ଅଙ୍ଗୁଳିକୁ କାଟିଦେଇଥିବା କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟାଲୋ ମୁଁ ସିବିଆଇ ଅଫିସର କହୁଛି…ବୃଦ୍ଧ ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଉଡିଗଲା ୭୨ ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ୍‌,୧୩।୯: କେରଳର ଜଣେ ୮୨ ବର୍ଷ ବୟସ୍କା ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକମାନେ ଚତୁରତାର ସହ ଜଣେ ବୃଦ୍ଧ ମହିଳାଙ୍କୁ ଟାର୍ଗେଟ...

କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ

କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ...

ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ:ରାଜ୍ୟପାଳଙ୍କ ବଡ଼ ଘୋଷଣା

କୋଲକାତା,୧୩।୯: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ...

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର...

ମୃତ ଶରୀର ଉପରେ ବି ନଜର, ସରକାରୀ ହସ୍ପିଟାଲରେ କଳା ଧନ୍ଦା, ସିବିଆଇର ଦାବି…

କୋଲକାତା,୧୨।୯: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଶବ ବ୍ୟବଚ୍ଛେଦ ଦୁର୍ନୀତିରେ ପରିଣତ ହୋଇଛି। ସିବିଆଇ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ସାତ ବର୍ଷ...

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର, ପରିବାର ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୯: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ। ସେ...

‘ବିଶ୍ୱ ଖରାପ ଥିଲା, ଆମେ ବି…’, ନିଜ ସମ୍ପର୍କରେ ଏମିତି କ’ଣ କହିଲେ କଙ୍ଗନା ଯାହାକୁ ନେଇ…

ମୁମ୍ବାଇ,୧୨।୯: ମୁଁ ବହୁତ କମ ବୟସରେ ଘର ଛାଡିଥିଲି। ଏହି ବୟସରେ ମୋର ସେହି ବୟସ ଆଉ ଅଧିକ ମନେ ନାହିଁ। କିନ୍ତୁ ଅନେକ ଥର...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri