Posted inଜାତୀୟ

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ଭୁଲବଶତଃ ସେ ଭାଜପା ପ୍ରାର୍ଥୀ ଭୋଳା ସିଂଙ୍କୁ ଭୋଟଦେଇଥିଲେ। ପଦ୍ମଫୁଲ ଚିହ୍ନରେ ଭୁଲ ବଟନ୍‌ ଦବାଇ ଦେଇଥିବାରୁ ଗୁରୁବାର ସେ ନିଜ ତର୍ଜନୀ ଅଙ୍ଗୁଳିକୁ କାଟିଦେଇଥିବା କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଲି ବୟ ର଼୍ୟାପର ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ମୃତ୍ୟୁ

ମୁମ୍ବାଇ,୨୨।୩: ଏମ୍‌ସି ତୋଡ ଫୋଡ୍‌ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍‌-ହପ୍‌ ଗ୍ରୁପ୍‌ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ...

କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଇ-ମେଲ ଜରିଆରେ ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୧।୯: ଦେଶର ରାଜଧାନୀ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଧମକ ପାଇବା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ...

ପିଏଫ୍‌ଆଇ ମାମଲାରେ ପ୍ରଥମ ଚାର୍ଜଶିଟ ଦାଖଲ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୪।୩: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଜସ୍ଥାନରେ ହିଂସାତ୍ମକ ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ଏଜେଣ୍ଡା ସହ ଜଡିତ ଅନୁସନ୍ଧାନର...

ଶିକ୍ଷାମନ୍ତ୍ରୀଙ୍କ ଘରୁ ମିଳିଲା ବୋହୂଙ୍କ ମୃତଦେହ

ଭୋପାଲ,୧୧।୫: ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ଶାଜାପୁର ସ୍ଥିତ ଘରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ତାଙ୍କ ବୋହୂଙ୍କ ମୃତଦେହ ପୋଲିସ ଜବତ କରିଛି। ସେ...

ତିରୁପତି ମନ୍ଦିର କର୍ମଚାରୀ କରୋନା ପଜିଟିଭ୍‌: ୨ ଦିନ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ତିରୁପତି,୧୨।୬: ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।...

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week