ଭାଇରାଲ ହେଉଛି ଶୈଫିନାଙ୍କ ବିବାହ ବାର୍ଷିକୀର ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଓ ଶୈଫ ଅଲ୍ଲି ଖାଁଙ୍କ ବିବାହକୁ ୭ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୬ରେ ଦୁହେଁ ଏହି ଦିନକୁ ଖୁବ୍‌ ସେଲିବ୍ରେଟ୍‌ କରିଛନ୍ତି। ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଫଟୋରେ ପୁଅ ତୈମୁର ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ କରିନାଙ୍କ ଭଉଣୀ କରିଶ୍ମା ମଧ୍ୟ ଏକ ଫଟୋ ଶେୟାର କରିବା ସହ ଲେଖିଛନ୍ତି, ‘Happy anniversary to my rocks !! Love you both.’ ଫିଲ୍ମ ‘ଟଶନ’ରେ ଶୁଟିଂ କରୁଥିବା ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିବାବେଳେ ଏହାର ୫ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାହିଦ କପୁରଙ୍କ ଠାରୁ ବ୍ରେକ୍‌ଅପ୍‌ ହେବା ପରେ ପଟୌଦି ଖାନଦାନର ବୋହୂ ହୋଇଥିଲେ କପୁର ଖାନଦାନର ଝିଅ କରିନା। ଏମାନେ ପ୍ରଥମେ କୋର୍ଟ ମ୍ୟାରେଜ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟି ଗୀତ ପାଇଁ

ରଣବୀର କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଲୁଭ୍‌ ରଞ୍ଜନଙ୍କ ନିର୍ମାଣାଧୀନ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଏକ ପାର୍ଟି ଗୀତ ସଂଯୋଜିତ ହୋଇଛି। ନିକଟରେ ଏହାର...

ନୋରାଙ୍କ ଫଟୋ ଉପରୁ ହଟୁନାହିଁ ପ୍ରଶଂସକଙ୍କ ନଜର

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହିଙ୍କ କିଛି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ କିନ୍ତୁ ତାଙ୍କର କିଛି ଫଟୋ ସୋସିଆଲ...

ଏକଦା ଶାହାରୁଖ କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ଡ୍ରଗ୍ସ ମାମଲାରେ ବଲିଉଡର ଭେଟେରାନ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ପଚରାଉଚରା କରୁଛନ୍ତି। ମୁମ୍ବାଇରୁ ଗୋଆ ଯାଉଥିବା...

‘ପଠାନ’ ଦେଖିବାକୁ ନିଜ ଦେଶ ଛାଡ଼ି ଭାରତ ଆସିଲେ ବ୍ୟକ୍ତି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ଏହି ଫିଲ୍ମ ଝଡ଼ ବେଗରେ ରୋଜଗାର ବି କରିଚାଲିଛି। ୪ ବର୍ଷ...

ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା

ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ...

ଦୁବାଇରେ ମଜା କରୁଛନ୍ତି ଦୁଇ ଭଉଣୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ସାନ ଭଉଣୀ ଖୁସିଙ୍କ ସହ ଦୁବାଇ ଯାଇ ସେଠାରେ ଖୁବ୍‌ ମଜା କରୁଛନ୍ତି। ଜାହ୍ନବୀ ଏବଂ ଖୁସି ମରୁଭୂମିରେ...

କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

Advertisement
Archives

Model This Week