ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଏହା ଭୁଲ ବୋଲି ପ୍ରମାଣ ଦେଇଛନ୍ତି। ଏହି ଫଟୋରେ ଦୁହେଁ ଏକ ସୁଇମିଂ ପୁଲ୍‌ରେ ପହଁରୁଥିବା ଦେଖିବାକୁ ମିଳିଛି। ଯାହା ଜଣାପଡୁଛି ଦୁଇଜଣଙ୍କ ମଧ୍ୟରେ ଏବେବି ରିଲେସନ ରହିଛି ଆଉ ମନଖୋଲି ମଜା ଉଠାଉଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ ରହମନ ଏବଂ ଝିଇ ଆଲିଶାଙ୍କ ସହ ଖୁବ୍‌ ମଜା କରିଛନ୍ତି। ସୁଇମିଂ ପୁଲ୍‌ରେ ପହଁରୁଥିବା ସମୟରେ ରହମନ ସୁସ୍ମିତାଙ୍କୁ ସମ୍ଭାଳି ଥିବାରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୁସ୍ମିତା ‘ଆଇ ଲଭ୍‌ ୟୁ ଜାନ୍‌’ କ୍ୟାପଶନ ମଧ୍ୟ ଲେଖିଛନ୍ତି। ଦେଖିଲେ ଲାଗୁଛି ଏହି ଦୁଇ ପ୍ରେମପକ୍ଷୀଙ୍କ ମଧ୍ୟରେ ସବୁ ଠିକ୍‌୍‌ଠାକ ଚାଲିଛି। ରହମନ ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ରହମନ ହାତରେ ଧରିଥିବା ଏକ ବହିରେ ‘ଆଇ ଲଭ୍‌ ୟୁ’ ଲେଖାଯାଇଥିବା ନଜର ଆସିଛି। ଫଟୋଗୁଡ଼ିକ ଦେଖିଲେ ଲାଗୁଛି ବ୍ରେକ୍‌ଅପ୍‌ ଖବର ମିଥ୍ୟା। ଏବେ ବି ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

ନିଜଠାରୁ ୫ ବର୍ଷ ସାନ ପ୍ରେମିକଙ୍କ ସହ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ୍‌। ସେ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ନିର୍ବନ୍ଧ...

ଦୁଇ ଦିନ ପର୍ଯ୍ୟନ୍ତ ଓବରୟ ହୋଟେଲ ବାହାରେ ଛିଡ଼ା ହୋଇଥିଲେ ଏହି ଅଭିନେତା: ଭଉଣୀଭିଣୋଇଙ୍କୁ ଗୁଳିମାରିଦେଇଥିଲେ ଆତଙ୍କବାଦୀ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଛି ବାରବର୍ଷ। ୨୦୦୮ ମସିହା ଆଜିର ଦିନରେ ଲସ୍କର-ଏ-ତୋଏବାର ଦଶଜଣ ଆତଙ୍କବାଦୀ ମୁମ୍ବାଇରେ ଆତଙ୍କ ଲୀଳା ଖେଳାଇଥିଲେ। ତିନିଦିନ ଧରି ଆତଙ୍କବାଦୀମାନେ...

ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି

ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି...

ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା

ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ...

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ...

ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ...

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ...

Play 250+ Trending Games
Archives

Model This Week

Why Dharitri