Posted inଜାତୀୟ

ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ୍‌,୨୭।୭: ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର କହିଛନ୍ତି। ନିଜର ୫୯ ତମ ଜନ୍ମ ଦିବସ ପାଳନ ଅବସରରେ ସେ ସମବେତ ଦଳୀୟକର୍ମୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ତାଙ୍କ ବାସଭବନ ମାତୋଶ୍ରୀରେ ବିରୋଧୀ ଦଳ ନେତାଙ୍କ ସମେତ ଦଳୀୟକର୍ମୀ ଅଭିନନ୍ଦନ ଜଣାଇବାକୁ ଆସିଥିଲେ। ଏହି ଅବସରେ ଉଦ୍ଧବ ସାମାଜିକ ବିକାଶ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଦ୍ଧବ ୧୯୬୦ ଜୁଲାଇ ୨୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଉଦ୍ଧବ ବାଲ୍‌ କେଶବ ଠାକ୍‌ରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ମିଳିଲା ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର

ନୂଆଦିଲ୍ଲୀ,୨୭ ।୫: ଲେଖିକା ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ସକବେଲ ଟ୍ରାନ୍ସଲେଟ କରିଛନ୍ତି...

ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ

ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ...

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି...

ବଜେଟକୁ ନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ...

ସିନ୍ଧେ-ଫଡନବିସ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ...

ଅଶାନ୍ତ ପଶ୍ଚିମବଙ୍ଗ: ଦଳୀୟ ପତାକା ପାଇଁ କର୍ମୀଙ୍କ ଜୀବନ ଗଲା

କୋଲକତା, ୯।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଉତ୍ତର ୨୪ ପ୍ରଗଣା ଜିଲାରେ ଦଳୀୟ ପତାକାକୁ କେନ୍ଦ୍ର କରି ୪ ଜଣ ଭାଜପା...

କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରେସ୍‌ରେ ୪ ଜଣ

ଡେରାଡୁନ,୧୦ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ବିଧାନସଭା ଆସନରୁ...

ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ...

Advertisement
Archives

Model This Week