ବୋରିସ୍‌ଙ୍କ କ୍ୟାବିନେଟ୍‌ରେ ୩ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ,୨୬।୭(ପି.ଟି.):ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦ୍ୱାରା ବୋରିସ୍‌ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ଘଣ୍ଟା ପରେ ସେ ପ୍ରୀତି ପଟେଲ୍‌ଙ୍କୁ ସ୍ବରାଷ୍ଟ୍ର ସଚିବ, ଆଲୋକ ଶର୍ମାଙ୍କୁ ଅନ୍ତର୍ଜାତୀୟ ଉନ୍ନୟନ ସଚିବ ଏବଂ ଋଷି ସୌନକଙ୍କୁ ଟ୍ରେଜେରି ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେମାନେ ଗୁରୁବାର ପୂର୍ବାହ୍ନରେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ କ୍ୟାବିନେଟ୍‌ ବୈଠକରେ ଯୋଗ ଦେଇଥିଲେ।
ବୁଧବାର ତାଙ୍କର ପ୍ରଥମ ବକ୍ତୃତାରେ କହିଥିଲେ, ‘ଆମେ ଆମ ଗଣତନ୍ତ୍ରରେ ବିଶ୍ୱାସ ପୁନଃ ସ୍ଥାପନ କରିବା ଏବଂ ଜନସାଧାରଣଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ପାଳନ କରିବା। ଏଥିସହିତ ଦୋଦୋପାଞ୍ଚ ନ ହୋଇ ଅକ୍ଟୋବର ୩୧ରେ ୟୁରୋପୀୟ ୟୁନିୟନ୍‌ରୁ ଓହରି ଆସିବାକୁ ପଡ଼ିବ।’ ବୋରିସ୍‌ଙ୍କ ଅନୁଗତ ତଥା ବ୍ରେକ୍‌ଜିଟ୍‌ ସପକ୍ଷବାଦୀ ପ୍ରଚାରକ ପଟେଲ ବର୍ତ୍ତମାନ ବ୍ରିଟେନ୍‌ର ନିରାପତ୍ତା, ଆପ୍ରବାସନ ଏବଂ ଭିଜା ପଲିସି ଦାୟିତ୍ୱରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳରୁ ଧୂଳି ସଂଗ୍ରହ କଲା ନାସା ରୋଭର

ଓ୍ବାଶିଂଟନ,୧୦।୧୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ପଠାଇଥିବା ପର୍ସେଭେରାନ୍ସ ରୋଭର ଲାଲ୍‌ ଗ୍ରହ ପୃଷ୍ଠରୁ ଧୂଳି ନମୁନା ସଂଗ୍ରହ କରିଛି। ଡିସେମ୍ବର...

‘ଇମ୍ରାନ ନେତା ନୁହନ୍ତି, ଜଣେ ଆତଙ୍କବାଦୀ’

ଇସଲାମାବାଦ,୨୦ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଆଜିକାଲି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ପାକିସ୍ତାନର ସୂଚନା...

ଘରେ ପିଲାଙ୍କୁ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିଲେ ଏହି ମହିଳା, ଜଣାପଡ଼ିବା ପରେ…

କ୍ୱିଭ୍‌,୨୮।୧: ୟୁକ୍ରେନରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ନିଜ ପିଲାଙ୍କୁ ଘରେ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିବାରୁ ପୋଲିସ...

ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ

ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର...

ଜଳିଗଲା ୯୦୦ ହେକ୍ଟର ପାଇନ୍‌ ଜଙ୍ଗଲ

ପ୍ୟାରିସ୍‌,୨୮ା୭: କିଛି ସପ୍ତାହ ଧରି ୟୁରୋପୀୟ ଦେଶଗୁଡ଼ିକରେ ପ୍ରବଳ ଉତ୍ତାପ ଏବଂ ଜଙ୍ଗଲୀ ନିଆଁ ବ୍ୟାପିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆର୍ଡଚେ ଜଙ୍ଗଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ...

୫ ହଜାର ଆଫଗାନ ନାଗରିକଙ୍କୁ ଶରଣ ଦେବ ୟୁଏଇ

ଦୁବାଇ,୨୨।୮ : ଆଗାମୀ ୧୦ ଦିନ ମଧ୍ୟରେ ଆମେରିକାର ବିମାନ ଯୋଗେ ୫ ହଜାର ଆଫଗାନ ନାଗରିକଙ୍କୁ ଉଦ୍ଧାର କରାଯିବ। ସେମାନଙ୍କୁ ପଡ଼ୋଶୀ ଦେଶ ସାମରିକ...

ବିଦେଶରେ ଭାରତୀୟ ବଂଶୋଦ୍ଭବ ଶାସକ

ଆଣ୍ଟୋନିଓ କୋଷ୍ଟା,୨୭।୧୦: ଦିନ ଥିଲା ବ୍ରିଟିଶ୍‌ ଶାସକ ଭାରତକୁ ଶାସନ କରୁଥିଲେ। ସେ ସମୟରେ ବ୍ରିଟିଶ୍‌ମାନେ ଭାରତୀୟଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଲୋକଙ୍କୁ...

Advertisement
Archives

Model This Week