Posted inଫୁରସତ

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର ଭିଡିିିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ମୁହଁରେ ପୂରା ଆଖି, ପାଟି ରହିଥିବା ଜଣାଯାଉଛି। ଚାଇନାର ନ୍ୟୁଜପେପର ପିପୁଲସ୍‌ ଡେଲି ଚାଇନା ଏହି ଭିଡିିଓକୁ ତା’ ଟୁଇଟର ପେଜ୍‌ରେ ‘ସ୍ପାଇଡର ମ୍ୟାନ ମିଳିଛି କି?’ କ୍ୟାପଶନ ସହ ଶେୟାର କରିଛି। ହ୍ୟୁନାନ ଅଞ୍ଚଳର ଜିଆଙ୍ଗଜିଙ୍ଗ ସହରରେ ରହୁଥିବା ଲି’ ନାମକ ଜଣେ ମହିଳା ତାଙ୍କ ଘରେ କୁଣ୍ଡରେ ଲଗାଯାଇଥିବା ଏକ ଗଛରେ ବୁଢିଆଣୀକୁ ଦେଖିବାକୁ ପାଇଥିଲେ। ଲି’ କହନ୍ତି, ବୁଢ଼ିଆଣୀ ପିଠିରେ ପଡ଼ିଥିତ୍ବା ରେଖାଗୁଡିକ ଠିକ୍‌ ମଣିଷ କେଶ ଭଳି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ

ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ...

ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ...

୬୦ ବର୍ଷ ଧରି ରହି ଆସୁଥିଲେ ଗୁମ୍ଫାରେ, ରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ କରି ଚମକାଇଲେ ଏହି ବାବା

ଋଷିକେଶ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସମାଜର ବିଭିନ୍ନ ବର୍ଗର ଲୋକେ କ୍ରମାଗତ ଭାବେ ଏଥିପାଇଁ ଦାନ କରୁଥିବା ଦେଖାଯାଉଛି।...

ଘୋଡା ଉପରେ ଚଢୁଥିଲେ ଯୁବକ: ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଏକ ଘୋଡା ଉପରେ ଜଣେ ଯୁବକ ଚଢୁଥିବାବେଳେ ଘୋଡାଟି ପଛରୁ ତାଙ୍କୁ ଲାତ ମାରୁଥିବା...

ପ୍ରତି ୬ ମାସରେ ବଦଳିଥାଏ ଏହି ଦ୍ୱୀପର ମାଲିକାନା

ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍‌ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି...

୨୦ ବର୍ଷ ଝିଅର ଏକ୍ସ-ବୟଫ୍ରେଣ୍ଡଙ୍କ ସହ ପିତା କଲେ ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନରେ ଜଣେ ସମଲିଙ୍ଗୀ ପିତା ତାଙ୍କ ଝିଅର ପୂର୍ବତନ ପ୍ରେମିକଙ୍କ ପ୍ରେମ କରି ବସିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବାପା ତାଙ୍କ ଝିଅ...

ଅଜବ ବସ୍‌

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ ବସ୍‌। ଅଧିକ ଯାତ୍ରୀ ବେଶ୍‌ ଆରାମ୍‌ରେ ଓ ଅପେକ୍ଷାକୃତ କମ ମୂଲ୍ୟରେ ଯାତାୟତ କରିପାରୁଥିବାରୁ ବସ୍‌ ସାଧାରଣ ଲୋକଙ୍କର ବେଶ୍‌...

ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ...

Advertisement
Archives

Model This Week