Posted inଜାତୀୟ

ବିହାର ବିଧାନସଭା ନିର୍ବାଚନ: ଭାଜପା, ଜେଡିୟୁକୁ ଦେଇପାରେ ଆସନ ବୁଝାମଣାର ନୂଆ ଫର୍ମୁଲା

ପାଟନା,୧୬।୧: ବିହାର ବିଧାନସଭା ନିର୍ବାଚନରେ ଲୋକ ସଭାର ଫର୍ମୁଲା ଲାଗୁହୋଇପାରେ ବୋଲି ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି ଏହି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ନୂଆ ଫର୍ମୁଲା ଦେଇପାରେ। ବିଜେପିର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଜପା ଓ ଜେଡିୟୁ ୫୦-୫୦ ଫର୍ମୁଲାକୁ ନେଇ ନିର୍ବାଚନ ଲଢିପାରନ୍ତି। ଏ ସମ୍ପର୍କରେ ଅବଶ୍ୟ ଦୁଇ ଦଳ ମଧ୍ୟରେ ସେମିତି କିଛି କଥା ହୋଇଥିବା ଜଣାପଡି ନାହିଁ। ବିହାର ବିଧାନସଭା ନିର୍ବାଚନକୁ ପ୍ରାୟ ୮ ମାସ ବାକି ରହିଛି ସତ ହେଲେ ଏବେଠାରୁ ସେଠାରେ ରାଜନୈତିକ ପରିବେଶ ବେଶ୍‌ ସରଗରମ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ବେଳକୁ ବିହାର ବିଧାନସଭା ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରୁ ଶୁଭୁଛି ‘ଜୟ ଶ୍ରୀରାମ’

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବରାର ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର...

ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍‌, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍‌

ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ...

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା...

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ...

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ...

ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ...

ଅଭିଭାବକଙ୍କୁ ଆଶ୍ୱସ୍ତି, କରୋନା କମିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୫।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦିଲ୍ଲୀର ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କେଜରିଓ୍ବାଲ...

ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୫ା୧୨: ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ଆଗାମୀ ୩୦ରେ ଶପଥଗ୍ରହଣ...

Coronavirus Update

Archives

Model This Week

Why Dharitri