Posted inଜାତୀୟ

ବିହାର ବନ୍ଦ ବେଳେ ହିଂସା

ପାଟନା, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବା ପ୍ରସ୍ତାବର ବିରୋଧ କରି ବାମଦଳଗୁଡ଼ିକ ପକ୍ଷରୁ ଗୁରୁବାର ବିହାର ବନ୍ଦ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହା ହିଂସାତ୍ମକ ରୂପ ନେଇଥିଲା। ୧୨ ଘଣ୍ଟିଆ ବନ୍ଦରେ ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି (ଜେଏପି), ପୂର୍ବତନ ବଲିଉଡ୍‌ ଡିଜାଇନର ମୁକେଶ ସାହନିଙ୍କ ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ଭଳି କେତେକ ଛୋଟ ଦଳ ସାମିଲ ହୋଇଥିଲେ। ଆର୍‌ଜେଡି ସିଧାସଳଖ ବନ୍ଦରେ ସାମିଲ ହୋଇ ନ ଥିଲେ ହେଁ ଏହାକୁ ନୈତିକ ସମର୍ଥନ ଜଣାଇଥିଲା। ଏହି ଦଳ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଗୁରୁବାର ବନ୍ଦ ବେଳେ ଜେଏପି କର୍ମୀମାନେ ବସ୍‌ କାର ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ବିକ୍ଷୋଭକାରୀ ରେଳଲାଇନରେ ବସିରହିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନକାଉଣ୍ଟରରେ ଅସଦଙ୍କୁ ଲାଗିଥିଲା ୨ଟି ଗୁଳି, ଗୋଟିଏ ଛାତିରେ ଗୋଟିଏ ପିଠିରେ

ଲକ୍ଷ୍ନୌ,୧୪।୪: ଅସଦ ଏନକାଉଣ୍ଟର ମାମଲାରେ ମେଡିକାଲ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରର ରିପୋର୍ଟ ଅନୁଯାୟୀ, ଅସଦଙ୍କୁ ୨ଟି ଗୁଳି ଲାଗିଛି। ପ୍ରଥମ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ ଆଶଙ୍କା ଦୂର...

ସଦସ୍ୟତା ଫେରି ପାଇବା ପରେ ୱାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୮।୮: ସଦସ୍ୟତା ପଦ ଫେରି ପାଇବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ଆସନ ୱାୟନାଡ ପରିଦର୍ଶନ କରିବେ। କଂଗ୍ରେସର...

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୪।୨: ଆମା ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଅର୍ଥାତ୍‌ ୧୬ ତାରିଖରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟାରେ ରାମଲୀଳା...

ସିଦ୍ଧୁଙ୍କ ଗୁଗ୍‌ଲୀ

ଚଣ୍ଡିଗଡ,୧୩।୭: ପଞ୍ଜାବ କଂଗ୍ରେସରେ ବିବାଦର କାରଣ ହୋଇଥିବା ନବଜୋତ ସିଦ୍ଧୁ ମଙ୍ଗଳବାର ଆମ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି। ସିଦ୍ଧୁ ଟୁଇଟ୍‌ ଯୋଗେ କହିଛନ୍ତି ଯେ,...

ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍‌ଡୋଜର୍‌

ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି।...

ପ୍ଲାଜମା ଥେରାପି ପାଇଁ ମାକ୍ସ ହସ୍ପିଟାଲ ସ୍ଥାନାନ୍ତର ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ବେଳକୁ ବେଳ ଖରାପ ହେବାରେ ଲାଗିଛି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା। ଶୁକ୍ରବାର ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଏବେ ତାଙ୍କର...

ବିହାରରେ କୌଣସି ଦଳ ସରକାର ଗଠନ କରିପାରିବନି: ସୁଶୀଲ ମୋଦି

ପାଟନା,୨।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏକାକୀ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥ...

Advertisement
Archives

Model This Week