ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ
ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର ଅଧିକାରୀ ପ୍ରକାଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଲିଉଟସ୍କ ସହର ନିକଟ ଏକ ପାହାଡ଼ରେ ଧକ୍କା ଖାଇବାରୁ ବିମାନଟି ଧ୍ୱଂସ ପାଇଯାଇଥିଲା। ଏହା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା ବୋଲି ଅଷ୍ଟ୍ରିିଆ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟରେ ପରାଜିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ

ଇସଲାମାବାଦ,୧୦ ।୪: ପାକିସ୍ତାନର ନ୍ୟାଶନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଶନିବାର ମଧ୍ୟ ରାତ୍ରରେ ହୋଇଥିବା ମତଦାନରେ ପରାଜୟ ସ୍ୱୀକାର...

ସୁପର ସ୍ପ୍ରେଡ଼ର ମୋଟର ସାଇକେଲ ରାଲି: ୨ ଲକ୍ଷ ୬୦ ହଜାରରେ ହେଲେ କରୋନା ଆକ୍ରାନ୍ତ

ଓ୍ବାଶିଂଟନ, ୯।୯: ଆମେରିକାରେ ହୋଇଥିବା ଏକ ମୋଟର ସାଇକେଲ ରାଲି କରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ପାଲଟି ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ...

ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ...

ପିଲାଙ୍କ ପାଇଁ ଫାଇଜର ୯୦.୭% ଫଳପ୍ରଦ

ଓ୍ବାଶିଂଟନ୍‌, ୨୪ା୧୦: ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦.୭ ପ୍ରତିଶତ ପ୍ରଭାବଶାଳୀ ବୋଲି ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ ଦାବି...

ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି।...

ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ...

ଆଫଗାନିସ୍ତାନରେ ତାଲିବାନ ଠିଆ ହେବା ପଛରେ ପାକିସ୍ତାନର ହାତ: ଆମେରିକା ସାଂସଦ

ୱାଶିଂଟନ,୨୩ ।୮: ଆଫଗାନିସ୍ତାନରେ ତାଲିବାନ ରାଜ କରିବା ପରେ ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ଦେଶର ନେତା ଏହାକୁ...

Advertisement
Archives

Model This Week