ବିବାହ ପୂର୍ବରୁ ବ୍ୟାଚ୍‌ଲର୍‌ ପାର୍ଟି ଦେଲେ ନେହା, ଆଦିତ୍ୟ

ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ ଡେ’ରେ ହେବ ବୋଲି କୁହାଯାଉଛି। ବିବାହ ପୂର୍ବରୁ ନେହା ଏବଂ ଆଦିତ୍ୟ ବ୍ୟାଚ୍‌ଲର୍‌ ପାର୍ଟି ଦେଇଛନ୍ତି। ପାର୍ଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେହା ‘ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ଜଜ କରୁଥିବାବେଳେ ଶୋ’ ଉପସ୍ଥାପକ ଦାୟିତ୍ୱ ତୁଲାଉଛନ୍ତି ଆଦିତ୍ୟ। ଅନେକ ଥର ଏହି ଶୋ’ରେ ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। କିନ୍ତୁ ତାହା ରିଲ ବୋଲି ଦର୍ଶକ ଭାବୁଥିବାବେଳେ ଗୋଟିଏ ଏପିସୋଡରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଥିଲା। ଉଭୟଙ୍କୁ ଶୋ’ର ଏକ ଏପିସୋଡରେ ରୋମାଣ୍ଟିକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନର୍ଭସ ଅଛନ୍ତି ଆଲିଆ

‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ...

ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ...

ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ...

ବିଦେଶରେ ସ୍ବଦେଶ ରୀତିନୀତି ପାଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବିବାହ ପରଠାରୁ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତଠାରୁ ଦୂରରେ ଅଛନ୍ତି। ସେ ତାଙ୍କ ସ୍ବାମୀ ନିକ ଜୋନାସ୍‌ଙ୍କ ସହ ବର୍ଷବର୍ଷ ଧରି ବିଦେଶରେ...

ମୀରା ରାଜପୁତଙ୍କ ମେସେଜ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ, ଏଥିରେ ସ୍ବାମୀଙ୍କ ନାଁ କ’ଣ ରହିଛି ଜାଣନ୍ତୁ

ମୁମ୍ବାଇ : ଶାହିଦ କପୁର ଏବଂ ମୀରା ରାଜପୁତଙ୍କୁ ବଲିଉଡ୍‌ର ପର୍‌ଫେକ୍ଟ ଯୋଡ଼ି କୁହାଯାଏ। ଲକ୍‌ଡାଉନ୍‌ ସମୟରେ ଏହି ଯୋଡ଼ି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌...

ଆମେରିକାରେ ରହି ଚାଷ କରୁଛନ୍ତି ଏହି ନାୟିକା

ଲସ୍‌ ଆଞ୍ଜେଲସ୍‌: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ଏବେ ବିଦେଶରେ ରହୁଛନ୍ତି। ଏହି ବିବାହିତା ନାୟିକା ଜଣକ ଆମେରିକାର ଲସ୍‌ ଆଞ୍ଜେଲସରେ ରହୁଥିବା ବେଳେ...

ପ୍ରେମିକଙ୍କ ପାଇଁ କଲେଜ ଯିବା ବନ୍ଦ ହୋଇଯାଇଥିଲା, ଘରଲୋକଙ୍କ ଚାପ ସତ୍ତ୍ୱେ ଅଭିନେତ୍ରୀ ଏବେ ବି…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିକି ତମ୍ବୋଲିଙ୍କୁ କିଏ ବା ନ ଜାଣେ। ବିଗ୍‌ ବସ୍‌-୧୪ରେ ଭାଗ ନେବା ପରଠାରୁ ଦିନକୁ ଦିନ ତାଙ୍କର...

ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି।...

Advertisement
Archives

Model This Week