Posted inଫୁରସତ

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି ଗୁଜରାଟ ସୁରଟରେ ଗାଈକୁ ସାକ୍ଷୀ ରଖି ବିବାହ କରିବାକୁ କନ୍ୟାବର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ବିବାହ ଫେବୃୟାରୀ ୩ରେ ଅନୁଷ୍ଠିତ ହେବ। ବର ରୋହିତ କୁମାର କନ୍ୟା ଅଭିଳାଷାଙ୍କୁ ବିବାହ କରିବେ। ଏଥିପାଇଁ ନିମନ୍ତ୍ରଣ ପତ୍ର ସଂସ୍କୃତରେ ଛପା ଯାଇଛି। ବରଯାତ୍ରୀଙ୍କ ଶୋଭା ଯାତ୍ରାରେ ଗାଈବାଛୁରୀଙ୍କୁ ସାମିଲ୍‌ କରାଯିବାର ଯୋଜନା ମଧ୍ୟ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ ୫ ହଜାର ମାଟି ଗ୍ଲାସ୍‌ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଉଭୟ କନ୍ୟା ଏବଂ ବର ପକ୍ଷ ସହମତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଶିଶୁ କୁନାଲଙ୍କ କମାଲ

ଇମ୍ଫାଲ: କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ...

ପୁଅର ସ୍ପାଇଡରମ୍ୟାନ୍‌ ହେବା ଇଚ୍ଛା ପୂରଣ କଲେ ବାପା

ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍‌ ପରି ସୁପରହିଟ୍‌ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍‌ ବନେଇବାର...

ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ

ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍‌ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ...

ବ୍ୟକ୍ତିତ୍ୱ: ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର

ଭାରତୀୟ ସଙ୍ଗୀତକୁ ବ୍ୟବସାୟିକ କରିବା କ୍ଷେତ୍ରରେ ଯେଉଁ କେତେଜଣ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ହେମନ୍ତ କୁମାର ଅନ୍ୟତମ। ପୂର୍ବରୁ...

ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି। ହେଲେ ନିକଟରେ ଜଣେ...

ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା...

ପୁଅ ବାହାଘରରେ ଉଡ଼ାଗଲା ୯୦ ଲକ୍ଷ ଟଙ୍କାର ନୋଟ୍‌

ଜାମନଗର,୧।୧୨: ଗୁଜରାଟ ଜାମନଗରରେ ପୁଅ ବାହାଘରରେ ୯୦ ଲକ୍ଷ ଟଙ୍କାର ନୋଟ୍‌ ଉଡ଼ାଯାଇଛି। ସ୍ଥାନୀୟ କୁନଡ ଗାଁରେ ଜାଡ଼େଜା ପରିବାର ପକ୍ଷରୁ ଏଭଳି କରାଯାଇଛି। ବର...

ଏମିତି ସ୍ଥାନ, ଯେଉଁଠି ୭୦ ବର୍ଷ ମଧ୍ୟରେ ଜଣଙ୍କର ବି ହୋଇନାହିଁ ମୃତ୍ୟୁ

ଦୁନିଆରେ ବହୁ ଅନନ୍ୟ ସ୍ଥାନ ଅଛି, ଯାହା ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ବିଶ୍ୱରେ ସେମିତି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ଅଛି, ଯେଉଁଠି ୭୦...

Advertisement
Archives

Model This Week