Posted inଜାତୀୟ

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ୮ଥର ଏମ୍‌ପି ଥିବା କମଲନାଥ ପ୍ରଥମ କରି ବିଧାୟକ ଭାବେ ଶପଥପାଠ କରିଛନ୍ତି। ସେ ଛିନ୍ଦଓ୍ବାରା ବିଧାନସଭା ଆସନରୁ ଉପନିର୍ବାଚନରେ ବିଜୟ ଲାଭ କରିଥିଲେ। ରାଜ୍ୟରେ କୃଷି ଏବଂ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ଏହି ଅବସରରେ କମଲନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା...

ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…

ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍‌ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ...

ରାଫାଲ କିଣାରେ ଦୁର୍ନୀତି: ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ

ନୂଆଦିଲ୍ଲୀ,୫।୪: ରାଫାଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସ୍‌ର ଓ୍ବେବସାଇଟ୍‌ ମିଡ଼ିଆ ପାର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି।...

ଆଜି କ୍ୟାବିନେଟର ପ୍ରଥମ ବୈଠକ: ହୋଇପାରେ ବିଭାଗ ବଣ୍ଟା

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ଲଗାତାର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି।...

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ...

ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍‌ସିପି...

କରୋନା ଚିହ୍ନଟ ଲାଗି ଆସିଲା ନୂଆ ଲେଜର ପଦ୍ଧତି

ନୂଆଦିଲ୍ଲୀ, ୧୦ା୫: କରୋନା ସଂକ୍ରମଣ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ପୁଣି ଏକ ନୂଆ ଲେଜର ଭିତ୍ତିକ ଶ୍ୱାସନଳୀ ପରୀକ୍ଷା ପଦ୍ଧତିର ବିକାଶିତ କରିଛନ୍ତି। ଆର୍ଟିଫିସିଆଲ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର

ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ସାକ୍ଷାତ୍‌ କରି...

Advertisement
Archives

Model This Week