Posted inଫୁରସତ

ବାହୁବଳି ମୋମୋ

ମୁମ୍ବାଇ: ମୋମୋ ତ ସମସ୍ତେ ଖାଇଥିବେ। ହେଲେ କେହି କେବେ ବାହୁବଳି ମୋମୋ ତିଆରି ହେବା ଦେଖି ନ ଥିବେ। ଏବେ ଏମିତି ଏକ ଭିନ୍ନ ଧରଣର ମୋମୋ ପ୍ରସ୍ତୁତ ହୋଇଛି, ଯାହାର ନାଁ ରହିଛି ବାହୁବଳି ଗୋଲ୍‌ଡ ମୋମୋ। ସୋସିଆଲ ମିଡିଆରେ ଏବେ ଏହି ମୋମୋ ଭାଇରାଲ ହେବାରେ ଲାଗିଛି।
ମୁମ୍ବାଇର ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟରେ ଏବେ ମିଳୁଛି ବାହୁବଳି ମୋମୋ। ଏମିତି ଏକ ମୋମୋ ତିଆରି କରୁଛି ମେସି ଆଡ୍ଡା ନାମକ ଏକ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟ ବାହୁବଳି ମୋମୋ ତିଆରି କରୁଥିବାର ଖବର ପ୍ରଥମେ ଦିସା ନାମକ ଏକ ଫୁଡ୍‌ ବ୍ଲଗର ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ମୋମୋଟିର ଓଜନ ୨ କିଲୋଗ୍ରାମ୍‌ ଏବଂ ଏହାକୁ ଖାଇବାଯୋଗ୍ୟ (ଇଡେବୁଲ୍‌) ସୁନା ରଙ୍ଗରେ ମଧ୍ୟ ଗାର୍ଣ୍ଣିସ୍‌ କରାଯାଇଛି। ସେଥିପାଇଁ ଏହି ବାହୁବଳି ମୋମୋଟିର ଦାମ୍‌ ରହିଛି ୧୨୯୯ଟଙ୍କା। ବାହୁବଳି ମୋମୋରେ ସୁନ୍ଦରଭାବେ ବିଭିନ୍ନ ପରିବା ସହିତ ଲହୁଣି, ମାୟୋନିଜ୍‌ ଆଦି ସମସ୍ତ ପ୍ରକାରର ଆବଶ୍ୟକ ସାମଗ୍ରୀ ବ୍ୟବହାର କରାଯାଇଛି। ମୋମୋକୁ ତିଆରି କରିବାର ଶୈଳୀକୁ ନେଇ ଏକ ଭିଡିଓ ପ୍ରଥମେ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଭିନ୍ନ ଶୈଳୀରେ ପ୍ରସ୍ତୁତ ଏହି ମୋମୋ ଖାଇବା ପାଇଁ ଲୋକଙ୍କର ଆକର୍ଷଣ ଥିବା ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ସାପ ଭାବି ଲାଞ୍ଜକୁ ଧରି ଟାଣୁଥିଲେ; ଫଣା ଟେକି ଗର୍ଜନ କରି ଉଠିଲା ଅହିରାଜ; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।...

ମୋଦିଙ୍କ ମିମିକ୍ରି ଭିଡିଓ ଭାଇରାଲ, ଶୁଣିଲେ ହସିହସି ଗଡ଼ିଯିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିମିକ୍ରି କରିବାରେ ଶ୍ୟାମ୍‌ ରଙ୍ଗିଲାଙ୍କ ଭିଡିଓ ବେଶ୍‌ ଚର୍ଚ୍ଚା ପାଲଟିଛି। ଶ୍ୟାମ୍‌ ଏବେ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ...

ଆକ୍ସନ ଜ୍ୟାକ୍ସନ ବୁଦ୍ଧି ପ୍ରୟୋଗ କରି ଦେଖନ୍ତୁ କେମିତି ଜୀବନ ରକ୍ଷା କରୁଛି ବିଲେଇ

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ବିଲେଇର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ...

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ...

ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି...

ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ

ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ...

ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା

କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ...

ମଲ୍‌ରେ ଛୁରି ଧରି ବୁଲୁଥିଲେ ଯୁବତୀ, ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

Advertisement
Archives

Model This Week