ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା ଏବେ ବାସ୍କେଟ୍‌ବଲ୍‌ ଖେଳାଳି ଇବାନ୍‌ ହେମ୍ସଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ତାଙ୍କୁ ବମ୍ବେର ଜୁହୁ ସମୁଦ୍ରକୂଳରେ ହାତକୁ ହାତ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏପରିକି କ୍ୟାମେରାକୁ ଦେଖି କୃଷ୍ଣା ମୁରୁକି ହସା ଦେଇଥିଲେ।

ବଲିଉଡ୍‌ କଳାକାରମାନଙ୍କ ପାଇଁ ଖେଳାଳିଙ୍କୁ ଡେଟ୍‌ କରିବା ନୂଆ ନୁହେଁ। ହେଲେ ଅନେକ ସମୟରେ ସେମାନଙ୍କ ପ୍ରେମ ବେଶି ଦିନ ତିଷ୍ଟି ନ ଥାଏ। ହେଲେ କୃଷ୍ଣା-ଇବାନ୍‌ଙ୍କୁ ବହୁତ ଭଲ ପାଉଥିବା ପ୍ରକାଶ କରନ୍ତି। କୃଷ୍ଣାଙ୍କ ସୋସିଆଲ ଆକାଉଣ୍ଟରେ ଉଭୟଙ୍କ ଅନେକ ଫଟୋ ଦେଖିବାକୁ ମିଳିବ। କିଛିଦିନ ତଳେ ଉଭୟ ଛୁଟି କଟାଇବାକୁ ଦୁବାଇ ଯାଇଥିଲେ। ସେହି ସମୟର କିଛି ଫଟୋ ଶେୟାର କରିବା ପରେ ଟ୍ରୋର୍ଲ୍‌ସମାନେ କୃଷ୍ଣାଙ୍କୁ ଟ୍ରୋଲ କରିଥିଲେ। ହେଲେ ସେ ଏହାର କଡ଼ା ଜବାବ ରଖିଥିଲେ।

କୃଷ୍ଣା ଏବେ ବିବାହ ଅଥବା ନିର୍ବନ୍ଧ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେ ସମ୍ପର୍କକୁ ଧିରେ ଧିରେ ଆଗକୁ ବଢ଼ାଇବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢ଼ିବାକୁ ଶାହାରୁଖ୍‌ଙ୍କ ବଡ଼ ସହାୟତା: ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରମାନେ ସହଯୋଗର ହାତ ବଢ଼ାଇ ଦେଶକୁ ଏହି କଠିନ ପରିସ୍ଥିତିରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି। ସୋନୁ ସୁଦ ପ୍ରବାସୀ...

ପ୍ରିୟଙ୍କାଙ୍କ ନୂଆ ଟାଟୁ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ...

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ପ୍ରମୋଶନରେ ବ୍ୟସ୍ତ ସ୍ବରା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍‌ ୟାର୍‌’  ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା...

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି...

ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏଭଳି କହିଲେ ନାଗାର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ଅଭିନୀତ ଫିଲ୍ମ‘ବ୍ରହ୍ମାସ୍ତ୍ର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଏ...

ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି ପେଡ୍‌ନେକର

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡ୍‌ନେକର ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ‘ଦମ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ...

୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ସ୍ମିଥ୍‌

୯୪ ତମ ଓସ୍କାର ଆୱାର୍ଡ ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌...

Advertisement
Archives

Model This Week