ବାର୍‌ହା ମୃତଦେହ ଉଦ୍ଧାର, ୪ ଶିକାରୀ ଗିରଫ

ରାଜନଗର, ୬।୧୨ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନର ସୁନେଇରୂପେଇ ଜଙ୍ଗଲରୁ ବାର୍‌ହା ଶିକାର କରିବା ଅଭିଯୋଗରେ ୪ଜଣ ଶିକାରୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ସାତଭାୟା ପଞ୍ଚାୟତ ବଗପାଟିଆ ଗ୍ରାମର ସୁଧାଂଶୁ ମାଇତି, ସୁକାନ୍ତ ମିଶ୍ରି, ରବୀନ୍ଦ୍ର ମିଶ୍ରି, ହରିପଦ ମଣ୍ଡଳ। ବନ ବିଭାଗ କର୍ତ୍ତୃପକ୍ଷ ଶିକାରୀମାନଙ୍କୁ ଗିରଫ କରିବା ସହ ପ୍ରାୟ ୫୦ କିଗ୍ରା ଓଜନର ଏକ ବାର୍‌ହା ମୃତଦେହ ଉଦ୍ଧାର କରିଛନ୍ତି। ଏଥିସହ ଶିକାର ପାଇଁ ବ୍ୟବହୃତ ୨ଟି କଟୁରି, ୩ଟି ଫାସ, ୪ଟି ଠେଙ୍ଗା ଜବତ କରାଯାଇଛି। ଅପରାହ୍ନରେ ଗିରଫ ଶିକାରୀମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଶିକାରୀମାନେ ସୁନେଇରୂପେଇ ଜଙ୍ଗଲରେ ବାର୍‌ହା ଶିକାର କରୁଥିବା ନେଇ କୌଣସି ସୂତ୍ରରୁ ଖବରପାଇ ରାଜନଗର ରେଞ୍ଜ ଅଫିସର ସୁରଜିତ କୁମାର ସାହୁ, କାଠିଆଗଣ୍ଡ ବନପାଳ ରଣଜିତ୍‌ ରାଉତ, ଅଭିରାମ ଦାସ ଏକ ଟିମ୍‌ ସହ ସେଠାରେ ପହଞ୍ଚତ୍ ଶିକାରୀମାନଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା, ଡ୍ରାଇଭର ଆହତ

ଜି.ଉଦୟଗିରି,୧୯ା୨(ଡି.ଏନ.ଏ.)-ଜି.ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଏକ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ଆହତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ, ମଙ୍ଗଳବାର ଅପରାହ୍ନ ୫ଟା...

କେନ୍ଦ୍ରୀୟ ଯୋଜନା ବୁଝାଇଲେ ଗିରିରାଜ

ଆଠମଲ୍ଲିକ, ୧୫।୪ (ଡି.ଏନ.ଏ.): କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ...

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ...

ଘାଟିରୁ ଖସିଲା ମିନି ଟ୍ରକ, ୩ଜଣଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୪।୧: କନ୍ଧମାଳ ଜିଲା କୋଟଗଡ ବ୍ଲକ କୃଟିବାଡି ଘାଟିରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ପଡିଛି। ଘଟଣାସ୍ଥଳରେ ୨ ଜଣଙ୍କ...

ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍‌ପି

ଅନୁଗୋଳ ଅଫିସ୍‌, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍‌ ଓ ୯...

ବାର୍‌ହା ମାଂସ ଜବତ, ୩ ଶିକାରୀ ଗିରଫ

ପାଟଣାଗଡ଼, ୯ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ବନବିଭାଗ ଶନିବାର କିରିବାଞ୍ଜି ଜଙ୍ଗଲରେ  ଚଢ଼ାଉ କରି ବାର୍‌ହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ...

ଆଜିି ଆଜ୍ଞାମାଳ ବିଜେ

ପୁରୀ ଅଫିସ,୨୨।୬: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି। ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ...

ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧

ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

Advertisement
Archives

Model This Week