Posted inVideo

ବାବୁ ମହଲ : ତାଳ ଫୋଟକା

Featured Video Play Icon

ଆଲୋକର ପର୍ବ ଦୀପାବଳି। ସବୁଠି ଖୁସି ଆଉ ଆନନ୍ଦର ମାହୋଲ। ଦ୍ବୀପର ଆଲୁଅରେ ବଡବଡିଆଙ୍କୁ ଡାକିବାର ଏକ ନିଆରା ପରମ୍ପରା। ଏହି ଅବସରରେ ପିଲାଠୁଁ ବୟସ୍କ ପ୍ରାୟ ସମସ୍ତେ ପରସ୍ପରକୁ ମିଷ୍ଟାନ୍ନ ଦେଇ ଅଭିନନ୍ଦନ ଜଣେଇଥାନ୍ତି। ତେବେ ବାଣ ଫୁଟେଇବା ସମୟରେ ଆବଶ୍ୟକୀୟ ସୁରକ୍ଷା ଏବଂ ଅନ୍ୟମାନଙ୍କୁ ଯେପରି ଅସୁବିଧା ନହେଉ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ତାଳ ଫୋଟକା।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍...

Featured Video Play Icon

ଅଜୟଙ୍କ ନୂଆ ଫିଲ୍ମ ‘ମଇଦାନ’

ଏଥର ସିନେ ଝଲକରେ ଦେଖିବା: *ରିଲିଜ ହେଲା ରାଧେ ର ଟାଇଟଲ ଟ୍ରାକ୍ *ଓସ୍କାର ଦୌଡରେ ‘କର୍ମ’ *କଙ୍ଗନାଙ୍କୁ ବ୍ୟାନ କଲା ଟୁଇଟର *୧୦ହଜାର ପ୍ରବାସୀ...

Featured Video Play Icon

What is Depression | ଡିପ୍ରେସନ କ’ଣ ?

Depression can make one feel worthless, terrible and create a feeling hopelessness. It is extremely common among youth and...

Featured Video Play Icon

ଅନଲକ୍‌-୬ ଗାଇଡଲାଇନ୍ | Know The Unlock 6 Guidelines Issued By Odisha Govt.

ରାଜ୍ୟ ସରକାର ଅନଲକ୍‌-୬ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସ୍କୁଲ ଖୋଲିବାକୁ ସରକାର ଅନୁମତି...

Featured Video Play Icon

Jabariya Jodi– Preview of the film | ଜବରିଆ ଯୋଡ଼ି – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Romantic action-comedy film ‘Jabariya Jodi’ will hit the screens this Friday. The Sidharth Malhotra and Parineeti Chopra starrer is...

Featured Video Play Icon

Cine Jhalak: Sara refuses to Kartik । ସିନେ ଝଲକ: କାର୍ତ୍ତିକଙ୍କୁ ମନା କଲେ ସାରା

In this fresh episode of Cine Jhalak, we have brought you why Sara Ali Khan refuses to work with...

Featured Video Play Icon

ଛାତିଥରା ଚିତ୍ର: ମୃତ ମା’କୁ ଉଠାଇବାକୁ ଶିଶୁର ପ୍ରୟାସ

ରେଳଷ୍ଟସନରେ ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର...

Featured Video Play Icon

Star speak with Sabyasachi । ଷ୍ଟାର ସ୍ପିକ୍ ୱିଥ୍ ସବ୍ୟସାଚୀ

From engineering to the music studio and then to the big screen! He started his career with the movie...

Advertisement


Archives

Model This Week

Why Dharitri