Posted inVideo

ବାବୁମହଲ : ପୂଜା ଚାନ୍ଦା

Featured Video Play Icon

ଆସିଛି ପାର୍ବଣର ଋତୁ। ଗାଁରୁ ସହର ଯାଏଁ ସବୁଠି ପୂଜାର ମହକ। ମାତ୍ର ଏହି ସମୟ ଚାନ୍ଦା ଆଉ ବକ୍ସିସର ବି ସମୟ। ସରକାର ଜୋର ଜବରଦସ୍ତି ଚାନ୍ଦା ଆଦାୟକୁ ବେଆଇନ ଘୋଷଣା କରିଛନ୍ତି। ତଥାପି ସବୁଠି ଚାନ୍ଦା ଆଦାୟ ହେଉଛି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ପୂଜା ଚାନ୍ଦା। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ପୁରୀ ରଥଯାତ୍ରା କଟକଣାକୁ ଭକ୍ତମାନେ ମାନନ୍ତୁ – ମୁଖ୍ୟମନ୍ତ୍ରୀ

ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ରଥଯାତ୍ରା...

Featured Video Play Icon

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ

ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ...

Featured Video Play Icon

ଚାଇନାକୁ ଆଉ ଏକ ଝଟକା

ଭାରତ ଓ ଚାଇନା ମଧ୍ୟରେ ଜାରିରହିଥିବା ବିବାଦ ମଧ୍ୟରେ ଟେଲିକମ୍ ଓ ରେଲୱେ ପ୍ରୋଜେକ୍ଟସ୍ ରେ ଚାଇନା କମ୍ପାନୀ ଗୁଡିକୁ ଝଟକା ଲାଗିବା ଓ ୫୯ଟି...

Featured Video Play Icon

ଆତ୍ମହତ୍ୟା ପଛର କାରଣ ଡିପ୍ରେସନ ନା ପ୍ରଫେସନ ?

ଗତ ଦୁଇଦିନ ତଳେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ଏମିତି ଅଚାନକ ଚାଲିଯିବା ଓ ତାହା ବି...

Dabangg 3 – Public Opinion | ସିନେ ଚର୍ଚ୍ଚା: ରିଲିଜ ହୋଇଛି ଦବଙ୍ଗ-୩

Salman Khan’s much-awaited movie Dabangg 3 has finally hit the screens. Directed by Prabhu Deva, the movie also features...

Featured Video Play Icon

Agents line up at counting centre in Jagatsinghpur

Agents representing candidates line up at the counting centre in Jagatsinghpur. These agents represent the Jagatsinghpur Lok Sabha constituency,...

Featured Video Play Icon

Tips for taking care of your skin | କେମିତି ନେବେ ସ୍କିନ୍ ର ଯତ୍ନ?

In the ‘Health’ series of Dharitri Live, we bring you expert physicians who discuss about several diseases, their symptoms...

Featured Video Play Icon

କାର୍ଗିଲ ବିଜୟ ଦିବସ

ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ...

Advertisement
Archives

Model This Week