Posted inଫୁରସତ

ବାଘ ଛୁଆର ନାମ ‘ହିମା’

ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍‌ରେ ୫ଟି ଗୋଲ୍ଡ ଜିତିଥିବା ଆସାମର ହିମା ଦାସଙ୍କ ନାମରେ ଏକ ମହାବଳ ବାଘ ଛୁଆର ନାମ ରଖାଯାଇଛି। ବେଙ୍ଗାଲୁରୁ ବନ୍ନେରଘାଟ ବାୟୋଲୋଜିକାଲ ପାର୍କ ପକ୍ଷରୁ ଏଭଳି ନାମ ଦିଆଯାଇଛି। ବାଘଛୁଆକୁ ଏବେ ୬ମାସ। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଏହି ନାମକରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପେଣ୍ଟିଂ ମାଛ ଖାଇବା ପାଇଁ ଚେଷ୍ଟା କରି ବିଲେଇ ବିଫଳ, ରାଗିକି ଦେଲା ଏମିତି ପ୍ରତିକ୍ରିୟା; ଭାଇରାଲ ହେଉଛି ଫଟୋ

ଚାଇନାର ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ନିର୍ବୋଧ ବିଲେଇ ମାଛ ଖାଇବାକୁ ଚେଷ୍ଟା କରି ବିଫଳ ହେଉଛି। ଆଉ ତା’ ପରେ ଯେତେବେଳେ...

ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ

ମସ୍କୋ: ଋଷିୟାନ୍‌ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ...

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌...

୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…

ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ...

ବିମାନକୁ ଗୋଡ଼ାଇଲେ ଏଲିଅନ୍ସ !

ଓ୍ବାଶିଂଟନ: ଆମେରିକୀୟ ପାଇଲଟମାନେ ଆକାଶରୁ ଖସିଥିବା ଏକ ଉଜ୍ଜ୍ୱଳ ଜିନିଷକୁ କାବୁ କରିଥିବା ଦାବି କରିଛନ୍ତି। ଯେତେବେଳେ ପାଇଲଟ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ...

ବିଶ୍ୱର ୫ ବିପଜ୍ଜନକ ଦ୍ୱୀପପୁଞ୍ଜ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସହ ସମାନ

ପ୍ରାୟତଃ ଲୋକେ ପ୍ରକୃତିର ଚମତ୍କାର ଦୃଶ୍ୟ ଦେଖିବାକୁ କିମ୍ବା ଛୁଟି କଟାଇବାକୁ ଦ୍ୱୀପପୁଞ୍ଜକୁ ବୁଲି ଯାଆନ୍ତି। ତେବେ ଦ୍ୱୀପର ମଧ୍ୟ ଏପରି ସୌନ୍ଦର୍ଯ୍ୟ ଯାହା କାହାକୁ...

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌...

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ...

Advertisement
Archives

Model This Week