ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା

କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତି ଶିବମୟ ତୁମ୍ବହାମ୍ଫେଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗର ସତ୍ୟତା ନାହିଁ ଓ ନିରପେକ୍ଷ ତଦନ୍ତ ଲାଗି ନିଜ ପଦରୁ ଇସ୍ତଫା ଦେଇଥିବା ମହାରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ହମ୍‌ରୋ କୁରା ନିମ୍ନୀ ମହିଳା କର୍ମଚାରୀ ଅଭିଯୋଗ ଆଣି କହିଛନ୍ତି, ଗତ ୨୩ ତାରିଖରେ ସେ ଘରେ ଏକୁଟିଆ ଥିବାବେଳେ ମହାରା ଆସି ବଳାତ୍କାର କରିଥିଲେ। ଏଭଳି ଅଭିଯୋଗ ପରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସେକ୍ରେଟାରିଏଟ୍‌ ବାଚସ୍ପତିଙ୍କ ଇସ୍ତଫା ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରୁ ହଟିଲା ଜରୁରିକାଳୀନ ପରିସ୍ଥିତି

କଲମ୍ବୋ,୨୧।୫: ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ...

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ...

ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ...

ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ...

ଭାରତକୁ ୩୮୦୦କୋଟିର ସହାୟତା କରିବ ଆମେରିକା! ରୁଷିଆ ଅସ୍ତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ

ଓ୍ବାଶିଂଟନ୍‌,୧୮।୫: ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଆମେରିକା ବର୍ତ୍ତମାନ ଏକ ବଡ ପଦକ୍ଷେପ ଗ୍ରହଣ କରିପାରେ। ଭାରତକୁ ୫୦୦ମିଲିୟନ...

ପାକିସ୍ତାନରେ ଜନସଂଖ୍ୟା ସଙ୍କଟ ଯୋଗୁ ଆର୍ଥିକ ସ୍ଥିତି ଗୁରୁତର: ପୂର୍ବତନ ଅର୍ଥମନ୍ତ୍ରୀ…

ଇସଲାମାବାଦ,୪।୩ : ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଙ୍କଟ ପାଇଁ ଏହାର ଜନସଂଖ୍ୟା ଦାୟୀ ବୋଲି ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ କହିଛନ୍ତି। ଦେଶର...

ନାଟୋ ଦେଶରୁ ପ୍ରତିଶୋଧ ନେଲା ରୁଷିଆ: ଏହି ୨ଦେଶର ଗ୍ୟାସ୍‌ ଯୋଗାଣ ବନ୍ଦ କଲେ ପୁଟିନ୍‌

ମସ୍କୋ,୨୭।୪: ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ କ୍ୱିଭ୍‌କୁ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷର କଥାକୁ ଅବମାନନା କରିବା ଏବେ ୟୁରୋପ ଦେଶକୁ...

ଜରୁରିକାଳୀନ ବୈଠକ ଡକାଇଲେ ନେପାଳ ସରକାର

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ...

Advertisement
Archives

Model This Week