ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ ତେଲୁଗୁ ନଚେତ ତାମିଲ ସିନେମାର ହିନ୍ଦି ରିମେକ୍‌। ତେବେ କେବଳ ଯେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦି ସିନେମା ପ୍ରସ୍ତୁତ ହେଉଛି ତାହା ନୁହେଁ, ଅନେକ ବଲିଉଡ୍‌ ସୁପରହିଟ୍‌ ଚଳଚ୍ଚିତ୍ରକୁ ମଧ୍ୟ ତାମିଲ, ତେଲୁଗୁ, କନ୍ନଡ଼ ଭାଷାରେ ରିମେକ୍‌ କରାଯାଉଛି।

ସଞ୍ଜୟ ଦତ୍ତ ଅଭିନୀତ ଚଳଚ୍ଚିତ୍ର ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ସେତେବେଳେ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାର ଲୋକପ୍ରିୟତାକୁ ଦେଖି କନ୍ନଡ଼, ତାମିଲ, ତେଲୁଗୁ ଆଦି ଭାଷାରେ ଏହାକୁ ନିର୍ମାଣ କରାଯାଇଥିଲା। ତେଲୁଗୁ ରିମେକ୍‌ରେ ସୁପରଷ୍ଟାର ଚିରଞ୍ଜୀବୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏପରିକି ପରବର୍ତ୍ତୀ ସମୟରେ ରିଲିଜ ହୋଇଥିବା ଏହାର ସିକୁଏଲ ଲଗେ ରହୋ ମୁନ୍ନାଭାଇକୁ ମଧ୍ୟ ଦକ୍ଷିଣ ଭାରତୀୟ ସିନେମାରେ ରିମେକ୍‌ କରାଯାଇଥିଲା।

ସେହିଭଳି ‘ଜବ୍‌ ଉଇ୍‌ ମେଟ୍‌’, ‘୩ ଇଡିଅଟ୍‌ସ’, ‘ଦବଙ୍ଗ’, ‘କାହାନୀ’, ‘ପିଙ୍କ’, ‘ପ୍ୟାର୍‌ କା ପଞ୍ଚନାମା’, ‘ଡେଲି ବେଲି’, ‘ଅମର ଆକବର ଆନ୍ଥୋନୀ’ ଭଳି ସୁପରହିଟ୍‌ ବଲିଉଡ୍‌ ସିନେମାକୁ ତେଲୁଗୁ ଭାଷାରେ ରିମେକ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ ଭୂତ କଥା କହି ଭୟଭୀତ କରାଉଥିଲେ ଗର୍ଲଫ୍ରେଣ୍ଡ୍‌ ରିୟା

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଧୀରେଧୀରେ ଅଡୁଆ ସୂତା ଭଳି ଜଟିଳ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ...

୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

କାହିଁକି ଫେରି ପାରୁ ନାହାଁନ୍ତି ରାମ

ମୁମ୍ବାଇ: ଟେଲିଭିଜନ ପରଦାରେ ଦିନେ ଚହଳ ପକାଇଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛି। ଯେତେବେଳେ ଏହା ପ୍ରସାରଣ ହେଉଥିଲା...

ପୁଣି ମାମୁ ହେବାକୁ ଯାଉଛନ୍ତି ସଲମାନ ଖାନ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।...

ସୀତା ନବମୀରେ ଶେଷ ହେଉଛି ଉତ୍ତର ରାମାୟଣ: ୧୪ ଦିନରେ ପ୍ରସାରିତ ହୋଇଛି ୪୪ ଏପିସୋଡ୍‌

ନୂଆଦିଲ୍ଲୀ,୨।୫: ଲକ୍‌ଡାଉନ୍‌ରେ ଦୂରଦର୍ଶନ ପକ୍ଷରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣର ପ୍ରସାରଣ ଆରମ୍ଭ ହୋଇଥିଲା। ଏବେ ଉତ୍ତର ରାମାୟଣ ପ୍ରସାରିତ ହେଉଥିବାବେଳେ ଏହାର ଶେଷ...

୨୦୨୦ ମସିହାକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି ଅମିତାଭ !

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ...

‘ହାଉସଫୁଲ୍‌-୪’ର ପ୍ରଥମ ପୋଷ୍ଟର ରିଲିଜ

ମୁମ୍ବାଇ: ସବୁ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇଥାନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ସ୍ପଳ୍ପ ବଜେଟ୍‌ରେ ନିର୍ମାଣ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *