ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୨।୭: ବଲିଉଡ୍‌ ଗାୟକ, ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ହିମେଶଙ୍କ ଡ୍ରାଇଭର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ରଞ୍ଜନଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅପରପକ୍ଷରେ ଯେଉଁ କାର ଦୁର୍ଘଟଣାଗ୍ରସ୍ତ ହୋଇଛି ସେଥିରେ ହିମେଶ ରେଶମିୟା ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସୁନ୍ଦର ଅଭିନୟ ଯୋଗୁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥିପାଇଁ ଜାତୀୟ ପୁରସ୍କାର ପାଇଥିବା ରବୀନାଙ୍କର...

ଶୁଟିଂସେଟ୍‌ରେ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ; ସପ୍ତାହେ ଯାଏ ବ୍ରତ ରଖି ସାଇବାବାଙ୍କ ପୂଜା କରିଥିଲେ ଏହି ଅଭିନେତ୍ରୀ

ବମ୍ବେ: ସୁପରଷ୍ଟାର ରଜନୀକାନ୍ତ ‘ଥଲାଇଭା’ ନାମରେ ବେଶ୍‌ ଲୋକପ୍ରିୟ । ଆଜି ତାଙ୍କର ହାପି ବର୍ଥ ଡେ। ଏହି ଉପଲକ୍ଷେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର...

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

ସୁସ୍ଥ ହୋଇ କାମ ଆରମ୍ଭ କଲେଣି ଦୀପିକା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଦ୍ୱାରା ସବୁ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି । ବଲିଉଡ୍ ଦୁନିଆ ବି...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

ଏହି ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ କରନ୍‌ ଜୋହର; ଏଭଳି କହିଥିଲେ ମନକଥା

ବମ୍ବେ: ନିଜ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଟ୍ବିଙ୍କଲ ଖନ୍ନା। ‘ବରସାତ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍‌ ଫିଲ୍ମ ଭେଟି...

ସମୁଦ୍ର କୂଳରେ ରୋମାଣ୍ଟିକ୍‌ ହେଲେ ଦୀପ୍‌ବୀର

ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ...

କାର୍ତ୍ତିକଙ୍କ ହାତରେ ଅଫର ହିଁ ଅଫର

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଭଲ ବର୍ଷ ନ ଥିବା ବେଳେ ଚଳିତ ବର୍ଷକୁ ନେଇ ସଭିଏଁ ଅଛନ୍ତି ଆଶାବାଦୀ...

Advertisement
Archives

Model This Week