Posted inଜାତୀୟ

ବର୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହେଲା ବରୁଣ ଯଜ୍ଞମ୍‌

ଚିତୋର,୨୩।୭: ଆଧୁନିକ ବିଜ୍ଞାନ ବଳରେ ମଣିଷ ବହୁ ଚମତ୍କାର କରିବାରେ ଲାଗିଛି। ତେବେ ଏବେ ମଧ୍ୟ ସମାଜର କେତେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ଶ୍ରୀକଳହସ୍ତୀଶ୍ୱର ମନ୍ଦିରର ପୂଜକଙ୍କ ଦ୍ୱାରା ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବରୁଣ ଯଜ୍ଞମ୍‌ ନାମକ ସ୍ବତନ୍ତ୍ର ଯଜ୍ଞାନୁଷ୍ଠାନ କରାଯାଇଛି। ଏହି ସ୍ବତନ୍ତ୍ର ଯଜ୍ଞାନୁଷ୍ଠାନ ଚୌଦେପାଲେ ସ୍ଥିତ ମୃତ୍ୟୁଞ୍ଜୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନେ ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବା ପାଇଁ କଳସୀରେ ପବିତ୍ର ନଦୀର ଜଳ ଆଣିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଭାରତୀୟ କେନ୍ଦ୍ରର ବଦଳିବ ନାମ: ହେବ ସୁଷମା ସ୍ବରାଜ ଭବନ

ନୂଆଦିଲ୍ଲୀ,୧୩।୨: ଭାଜପା ସଦସ୍ୟ ସୁଷମା ସ୍ବରାଜଙ୍କ ୬୮ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସରକାର ପ୍ରବାସୀ ଭାରତୀୟ...

୧୭ ଏମ୍‌ପି କରୋନା ପଜିଟିଭ

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏମାନଙ୍କ ମଧ୍ୟରୁ ୧୭...

ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ

ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ,...

ଲତା ମଙ୍ଗେସ୍‌କରଙ୍କୁ ଫୋନ କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ, ୨୯।୯: ସୁର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସ୍‌କର ୯୦ତମ ଜନ୍ମଦିନ ଶନିବାର ଧୁମଧାମରେ ପାଳନ କରିଛନ୍ତି। ଏହାର ଦିନକ ପରେ ନିଜ ମନ୍‌...

ଦେଶ ନିର୍ମାଣରେ ଶିକ୍ଷକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶ ନିର୍ମାଣରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୋନିଆ...

ଚିନିକଳ ଦୁର୍ନୀତିର ଯାଞ୍ଚ୍‌ ପାଇଁ ଶାହାଙ୍କ ଅନୁମତି ଲୋଡ଼ିଲା ଇଡ଼ି, ଗଡ଼କରୀଙ୍କ ୨ କଳ ବି ସାମିଲ୍‌…

ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ଚିନିକଳ କିଣିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିର ଯାଞ୍ଚ୍‌ ପାଇଁ...

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

ବିମାନରେ ଯାତ୍ରା କରିବା ସମୟରେ ବ୍ୟବହାର କରିପାରିବେ ଫେସବୁକ୍‌, ଟୁଇଟର

ନୂଆଦିଲ୍ଲୀ,୨।୩: ବିମାନ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମିଳିବ ଆଉ ଏକ ସୁବିଧା। ଏବେ ଯାତ୍ରୀମାନେ ବିମାନରେ ଫେସବୁକ, ଟୁଇଟର ଆଦି ବ୍ୟବହାର ପାରିବେ। ବେସାମରିକ...

Advertisement
Archives

Model This Week