Posted inଜାତୀୟ

ବନ୍ୟା ପରେ ଉଦ୍ଧାର ହେଲେ ୫୨ କୁମ୍ଭୀର

ଭଦୋଦରା,୨୪।୮: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଏଥିରୁ ବାଦ୍‌ ପଡି ନ ଥିଲା ଗୁଜରାଟ। ଏଠାରେ ଆସିଥିବା ବନ୍ୟାରେ ଗୁଜରାଟର ଅଧିକାଂଶ ସ୍ଥାନରେ ବନ୍ୟା ହେବା ସହ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। କେବଳ ମଣିଷ ନୁହେଁ ଅନେକ ଜୀବଜନ୍ତୁ ଓ ସରିସୃପ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ତେବେ ଗୁଜରାଟ ବନ୍ୟା ପରେ ଏବେ ବନ୍ୟ ବିଭାଗ ଅଧିକାରୀ ପାଖାପାଖି ୫୨ଟି କୁମ୍ଭୀର ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି କୁମ୍ଭୀରଙ୍କୁ ଉଦ୍ଧାର କରାଯାଇ ପୁଣିଥରେ ସେମାନଙ୍କ ପୁରୁଣା ସ୍ଥାନ ବିଶ୍ୱାମିତ୍ରୀ ନଦୀରେ ଛାଡି ଦିଆଯାଇଛି। ସୂଚନାଯୋଗ୍ୟ, ଗୁଜରାଟରେ ଆସିଥିବା ବନ୍ୟା ଫଳରେ ବଡ ବଡ କୁମ୍ଭୀର ଜନବସତି ଭିତରକୁ ପଶି ଆସିଥିବା ବେଳେ ଘରର ଛାତ ଉପରେ ଶୋଇଥିବା ନଜର ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ଖେଳନା ନୁହେଁ ‘ପରୀକ୍ଷା ପେ ଚର୍ଚ୍ଚା’ ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୩୧।୮(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା...

ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ...

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା...

ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ...

ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ମାସ୍କ୍‌ର ଚାହିଦା: ୨୦୨୩ ସୁଦ୍ଧା ବଜାର ଛୁଇଁବ ଶହେ ୧୮ କୋଟି

ନୂଆଦିଲ୍ଲୀ,୨।୫: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇ ଚାଲିଛି। ତେବେ...

ପୋଲରୁ ଏସ୍‌ୟୁଭି ଖସି ୭ ମୃତ

ମୁମ୍ବାଇ,୧୭ା୨: ମହାରାଷ୍ଟ୍ରର ୟବତମାଲ ଜିଲାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟି ୭ ଜୀବନ ଯାଇଛି। ସକାଳେ କଲାମ୍ବ-ଯୋଡ୍‌ମୋହା ରୋଡ୍‌ ନିକଟ ଏକ ପୋଲରୁ ଏସ୍‌ୟୁଭି...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାକଲେ ୧୦ ଲକ୍ଷ

ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି।...

Play 250+ Trending Games
Archives

Model This Week

Why Dharitri