Posted inଜାତୀୟ

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ଯୋଗୁ କର୍ନାଟକରେ ପ୍ରାୟ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନ୍ୟା ଯୋଗୁ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଭୟଙ୍କର ବନ୍ୟାରେ ବେଲଗାମରୁ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ବନ୍ୟା ପାଣି ଯୋଗୁ ରାଜରାସ୍ଥା ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘରର ଛାତ ଉପରେ ଏକ ବିଶାଳକାୟ କୁମ୍ଭୀର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନ୍‌ସିଲର ଗିରଫ

ନୂଆଦିଲ୍ଲୀ,୨୯।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ପରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ସହରରେ ଦୋକାନ ବଜାର ଖୋଲିଥିବା ବେଳେ...

ଦୈନିକ ଦେଶରେ ଆତ୍ମହତ୍ୟା କରୁଛନ୍ତି ୩୪ ଛାତ୍ରୀଛାତ୍ର

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ...

ତିରୁମାଲ ମନ୍ଦିରକୁ ୧୪ କୋଟି ଟଙ୍କା ଦାନ କଲେ ୨ ପ୍ରବାସୀ ଭାରତୀୟ

ତିରୁମାଲା,୧୦।୮: ଆନ୍ଧ୍ରପ୍ରଦେଶରେ ଥିବା ଭଗବାନ ବାଲାଜିଙ୍କ ତିରୁମାଲା ମନ୍ଦିରକୁ ୨ ଜଣ ପ୍ରବାସୀ ଭାରତୀୟ ବ୍ୟବସାୟୀ ଶୁକ୍ରବାର ୧୪ କୋଟି ଟଙ୍କା ଦାନ କରିଛନ୍ତି। ତେଲଗୁ...

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ...

ୟୁପିଏସ୍‌ସି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍‌କାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ...

ବହି ଲେଖି କରିନା ଅଡ଼ୁଆରେ

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାନ ଲେଖିଥିବା ‘ପ୍ରେଗନାନ୍ସି ବାଇବେଲ’ ବହିର ନାମ କରଣକୁ ନେଇ ବିବାଦ ଦେଖାଦେଇଛି। ବହିର ଏଭଳି ନାମ କରଣ...

ଏସ୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…

ମୁମ୍ବାଇ, ୫।୫ : ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର...

ସମସ୍ତ ବିରୋଧୀ ‘କଂଗ୍ରେସ ମୁକ୍ତ ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି କି? ପ୍ରମୋଦ କୃଷ୍ଣଙ୍କ ଟୁଇଟ ଭାଇରାଲ…

ନୂଆଦିଲ୍ଲୀ,୧୭।୬ : ବିରୋଧୀ ଏକତା ଏବଂ କଂଗ୍ରେସ ସମ୍ପର୍କରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏଭଳି ଏକ ଟୁଇଟ କରିଛନ୍ତି, ଯାହା ଏବେ ଭାଇରାଲ...

Advertisement
Archives

Model This Week