ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ନୂଆଦିଲ୍ଲୀ,୪-୧୦: ଦିଲ୍ଲୀ-କତ୍ରା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ,କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଏହାର ଉନ୍ମୋଚନ କରିଛନ୍ତି। ଟ୍ରେନଟିର ଘଣ୍ଟାପ୍ରତି ବେଗ ୧୩୦ କିମି ରହିଛି। ଏବେ ଦିଲ୍ଲୀଠାରୁ ବୈଷ୍ନୋଦେବୀ ଲାଗି ଯାତ୍ରା ସମୟ ୮ ଘଣ୍ଟା ଲାଗିବ। ପୂର୍ବ ସମୟ ତୁଳନାରେ ଏହା ୪ ଘଣ୍ଟା କମ୍‌ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଟ୍ରେନରେ ପ୍ଲାଷ୍ଟିକ ବୋତଲ କ୍ରସର ମେଶିନ, ଆକର୍ଷଣୀୟ ପ୍ୟାଣ୍ଟ୍ରି, ଡିପ୍‌ ଫ୍ରିଜର, ଏୟାର କଣ୍ଡଶନିଂ କୋଚ୍‌, ଏକଜିକ୍ୟୁଟିଭ କ୍ଲାସ ଏବଂ ସେନସର ଡୋର ଭଳି ଫିଚର ରହିଛି। ଏହି ଟ୍ରେନ ଦ୍ୱାରା ଜମ୍ମୁ କଶ୍ମୀର ବିକାଶ ଶୁଭାରମ୍ଭ ହେଲା ବୋଲି ଶାହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ପହିଲାରୁ ହେବାକୁ ଯାଉଛି ଏସବୁ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ..

ନୂଆଦିଲ୍ଲୀ,୨୯।୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ଟ୍ରାନ୍ଜାକ୍ସନ ଉପରେ ଏହି...

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ

୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍‌-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଠିକ୍‌ ଭାବରେ ହୋଇପାରିନାହିଁ, ଯାହାକୁ...

୧୦ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୩୦।୭: କରୋନା ଯୋଗୁ ଭାରତୀୟ ବଜାର କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତି ଉପରେ ଏହା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ସାଧାରଣତଃ ଦେଶର ସଙ୍ଗଠିତ କ୍ଷେତ୍ରରେ ବହୁ...

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର...

ସିସିଡିର ଅଂଶଧନ କିଣିପାରେ ଆଇଟିସି

ନୂଆଦିଲ୍ଲୀ,୨୨।୮: ଏସିଆର ସର୍ବବୃହତ୍‌ ସିଗାରେଟ ନିର୍ମାତା ତଥା ଭାରତର ଅନ୍ୟତମ ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଇଣ୍ଡିଆନ ଟବାକୋ କମ୍ପାନୀ (ଆଇଟିସି) ଏବେ କ୍ୟାଫେ କଫି ଡେ(ସିସିଡି)ର...

ଏସ୍‌ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୭.୫% ହାରରେ ଯାନ ଋଣ ପ୍ରଦାନ କରାଯାଉଥିବା ବେଳେ...

ଟିପିସିଓଡିଏଲ୍‌ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର,୫।୯: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ସ୍ଥାପନ କରାଯାଇଛି। ଏପରିକି ସ୍ଥାନୀୟ...

ଏମ୍‌ଏସ୍‌ଏମ୍‌ଇ, ଅଣସଙ୍ଗଠିତ କ୍ଷେତ୍ରକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର କିଛି ବଛାବଛା କ୍ଷେତ୍ରକୁ ପ୍ୟାକେଜ ପ୍ରଦାନ କରିବା ଲାଗି ଯୋଜନା କରିଛନ୍ତି। ଏହି ପ୍ୟାକେଜ ଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି।...

Advertisement
Archives

Model This Week