ବଢିପାରେ ଇମ୍ରାନଙ୍କ ଚିନ୍ତା: ପୁଣି ଫେରିପାରନ୍ତି ପରଭେଜ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନ ରାଜନୀତି ଏବେ ସରଗରମ ରହିଛି। ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଇମ୍ରାନ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଏକ ପ୍ରକାର ତୁଟି ଯାଇଛି କହିଲେ ଚଳେ। ଏତିକିବେଳେ ଶୁଣିବାକୁ ମିଳିଛି କି ପୂର୍ବତନ ସେନା ଶାସକ ପରଭେଜ ମୁଶରଫ ପୁଣିଥରେ ରାଜନୀତିକୁ ଫେରିପାରନ୍ତି। ଏହା ମୁଶରଫଙ୍କ ଜଣେ ସହଯୋଗୀ ପ୍ରକାଶ କରିଥିବା ଜଣାପଡିଛି। କିଛିଦିନ ହେବ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ରାଜନୀତିଠାରୁ ଦୂରେଇ ରହିଥିଲେ। ଏବେ ପୁଣିଥରେ ମୁଶରଫ ଯଦି ରାଜନୀତିକୁ ଫେରନ୍ତି ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଏହାର ଗଭିର ପ୍ରଭାବ ପଡିବ ବୋଲି ଆଲୋଚନା ହେଲାଣି। ଅକ୍ଟୋବର ୬ରେ ସେ ରାଜନୀତିକୁ ଫେରିବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।...

ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ...

ଭାଜପା କିରୋସିନ୍‌ ଛିଞ୍ଚିବା କାମ କରୁଛି

ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ।...

ବିବାହରେ ଟମାଟୋକୁ ଗହଣା କରି ପିନ୍ଧିଲେ ପାକିସ୍ତାନୀ କନ୍ୟା

ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ଏପରି ବିଗିଡ଼ି ଚାଲିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରୁ ବାରି ହୋଇପଡୁଛି। ପାକିସ୍ତାନରେ ମହିଳାମାନେ...

ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ...

ପୁଣି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ହ୍ବାଇଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା...

ଦୁର୍ଗାପୂଜା ଭସାଣିରେ ୨ ହିନ୍ଦୁଙ୍କୁ ହତ୍ୟା

ଢାକା,୧୬।୧୦: ବାଂଲାଦେଶରେ ପୁଣିଥରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୬ ଜଣଙ୍କ...

୨୧ ଆବର୍ଜନା କଣ୍ଟେନର ବ୍ରିଟେନ୍‌କୁ ଫେରାଇଲା ଶ୍ରୀଲଙ୍କା

କଲୋମ୍ବୋ, ୨୮।୯: ଶ୍ରୀଲଙ୍କା ବ୍ରିଟେନ୍‌କୁ ୨୧ ଆବର୍ଜନା କଣ୍ଟେନର ଫେରାଇ ଦେଇଛି। ବ୍ରିଟେନ୍‌ରୁ ରିସାଇକ୍ଲିଂ କରାଯିବା ଲାଗି ଏକ ଘରୋଇ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ...

Advertisement
Archives

Model This Week