Posted inଖେଳ

ଫୁଟବଲ୍‌ ଖେଳିଲେ ଧୋନୀ

ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି ଯୋଗାଡ ପାଇଁ ଆୟୋଜିତ ଏକ ଫୁଟବଲ ମ୍ୟାଚ୍‌ରେ ଭାଗ ନେଇଥିଲେ ଧୋନୀ। ଅର୍ଜୁନ କପୁର ଏବଂ ବଲିଉଡର ବହୁ ଅଭିନେତା ମଧ୍ୟ ଏହି ମ୍ୟାଚରେ ଖେଳିଥିଲେ। କ୍ରିକେଟକୁ ଆସିବା ପୂର୍ବରୁ ଧୋନୀ ଜଣେ ଫୁଟବଲ୍‌ ଖେଳାଳି ଭାବେ ଜଣାଶୁଣା ଥିଲେ। ସୂଚନାଯୋଗ୍ୟ, ବିଶ୍ୱକପରୁ ବିଦାୟ ନେବା ପରେ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିଲେ ମଧ୍ୟ ଧୋନୀ ଏହି ଗସ୍ତରେ ଯିବାକୁ ମନା କରିଦେଇଥିଲେ। ଦୁଇମାସ କ୍ରିକେଟରୁ ଦୂରେଇ ରହି ସେନାରେ ଟ୍ରେନିଂ ନେବାକୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ...

ଆଇଏସ୍‌ଏଲ୍‌: ବିଦେଶୀ ଖେଳାଳିଙ୍କ ସଂଖ୍ୟା ନେଇ ଷ୍ଟିମାକଙ୍କ ଅସନ୍ତୋଷ

ମୁମ୍ବାଇ,୭।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟ ନେଇ ଭାରତୀୟ ଜାତୀୟ ଦଳର ହେଡ୍‌ କୋଚ୍‌ ଆଇଗର ଷ୍ଟିମାକ ଅସନ୍ତୋଷ ଜାହିର...

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ...

ମହିଳା ହକି ସିରିଜ: ଅନ୍ତିମ ମ୍ୟାଚ୍‌ରେ ହାରିଲା ଭାରତ

ଜିନ୍‌ଚେଓନ(କୋରିଆ),୨୪।୫ (ପି.ଟି.)- ଭାରତୀୟ ମହିଳା ହକି ଦଳ ଘରୋଇ ଦକ୍ଷିଣ କୋରିଆକୁ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ କରି ସିରିଜ ବିଜୟୀ ହୋଇଥିଲେ ମଧ୍ୟ ତୃତୀୟ...

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଓ୍ବିକେଟକିପର ରିଷଭ ପନ୍ତ ୬୫ ରନର ବିଜୟୀ...

ତୃତୀୟଥର ପାଇଁ ଏଏଫ୍‌ଆଇ ମୁଖ୍ୟ ହେବେ ସୁମରିଓ୍ବାଲା

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଜଣାଶୁଣା କ୍ରୀଡ଼ା ପ୍ରଶାସକ ଆଦିଲେ ସୁମରିଓ୍ବାଲା ତୃତୀୟଥର ପାଇଁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା...

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ; କୋହଲିଙ୍କ ସାମ୍ନାରେ ୧୭୮ ରନ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନାସାମ୍ନି...


Coronavirus Update

Archives

Model This Week

Why Dharitri