ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ ମିଡିିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଜୁହି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇ ଚାଷକାମରେ ବ୍ୟସ୍ତ ରହୁଛନ୍ତି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଜୁହି ପୋଷ୍ଟ କରିଛନ୍ତି। ଏଥିରେ ଜୁହି କ୍ୟାପଶନ ଲେଖିଛନ୍ତି, ମୋ’ ପିତା ମହାରାଷ୍ଟ୍ରର ଓ୍ବାଡାଠାରେ ପ୍ରାୟ ୨୦ ଏକର ଜମି କିଣିଛନ୍ତି। ଏହି ସମୟରେ ମୋତେ କ୍ଷେତ ବିଷୟରେ କୌଣସି ଧାରଣା ନ ଥିଲା। ସେତେବେଳେ ମୁଁ ଫିଲ୍ମରେ ବ୍ୟସ୍ତ ରହୁଥିଲି। କିନ୍ତୁ ପିତାଙ୍କ ମୃତ୍ୟୁ ପରେ ମୋତେ ସବୁକିଛି ବୁଝିବାକୁ ପଡୁଛି।

ଜୁହି କୁହନ୍ତି, ତାଙ୍କ ଫାର୍ମହାଉସରେ ୨୦୦ ଆମ୍ବ ଗଛ ରହିଛି। ଏହା ବ୍ୟତୀତ ଫାର୍ମରେ ଅମୃତଭଣ୍ଡା, ସପେଟା, ଡାଳିମ୍ବ ପ୍ରଭୃତି ଗଛ ରହିଛି। ଗତ ୮ ମାସ ଧରି ଜୁହି ଫାର୍ମର ଦେଖାଶୁଣା କରୁଛନ୍ତି। ତାଙ୍କ କ୍ଷେତରେ ଲଗା ଯାଇଥିବା ଫଳଗଛ ଏବଂ ପନିପରିବାରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜୈବିକ ଖତ ବ୍ୟବହାର କରାଯାଉଛି। କ୍ଷେତରୁ ଯେଉଁ ପନିପରିବା ଉତ୍ପାଦନ ହେଉଛି ସେଗୁଡ଼ିକ ଜୁହି ସ୍ବାମୀଙ୍କ ରେଷ୍ଟୁରାଣ୍ଟକୁ ପଠାଯାଉଛି।

ଜୁହି ଶାହରୁଖ ଖାନ୍‌, ଅମୀର ଖାନ୍‌, ସନି ଦେଓଲ, ଅନୀଲ କପୁର, ଋଷି କପୁରଙ୍କ ପରି ବଡ଼ ବଡ଼ ଷ୍ଟାରଙ୍କ ସହ ଅଭିନୟ କରିସାରିଛନ୍ତି। କିନ୍ତୁ ଏବେ ଫିଲ୍ମ ଲାଇନ୍‌ରୁ ଦୂରେଇ ଯାଇ କ୍ଷେତବାଡ଼ି କଥା ବୁଝୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବେ ସମନ୍ଥା

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ସମନ୍ଥା ଆକିନେନି। ତାହା ପୁଣି ଭେଟେରାନ ଆକ୍ଟର ମନୋଜ ବାଜପେୟୀଙ୍କ ବିପକ୍ଷରେ।...

ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା...

ପାର୍ଥଙ୍କ ପରେ ଏକତା କପୁରଙ୍କ ଶୋ’ ଛାଡ଼ିବେ ଏହି ଲିଡ୍‌ ଅଭିନେତ୍ରୀ: ଜାଣନ୍ତୁ କାହିଁକି..

ବମ୍ବେ: ଏକତା କପୁରଙ୍କ ‘କସୌଟି ଜିନ୍ଦେଗୀ କି’ର ଲିଡ୍‌ ରୋଲ୍‌ରେ ଥିବା ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍‌ ଶୋ’କୁ ଅଲବିଦା କହିବାକୁ ଯାଉଛନ୍ତି। ପ୍ରଥମେ ପ୍ରେରଣା ଓରଫ...

ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ...

ଏହି ବଲିଉଡ୍‌ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟର୍‌ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ...

ଦଶନ୍ଧିର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ୍‌

ନୂଆଦିଲ୍ଲୀ: ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନଙ୍କ ପାଇଁ ୨୦୧୯ ଅନେକ ସଫଳତା ଆଣିଦେଇଛି। ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ଓ୍ବାର୍‌’ ବକ୍ସ-ଅଫିସ୍‌ରେ ସୁପର୍‌ହିଟ୍‌ ହେବା...

Advertisement
Archives

Model This Week