ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି ଗାନ କରାଯାଉଛି। କିନ୍ତୁ ଜାଣିଛନ୍ତି କି ଗାନ୍ଧୀ ସିନେମା ଦେଖିବାକୁ ପସନ୍ଦ କରୁ ନ ଥିଲେ। ଜୀବନରେ ସେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ପ୍ରଥମଥର ୧୯୪୩ରେ ‘ମିଶନ୍‌ ଟୁ ମସ୍କୋ’ ଫିଲ୍ମ ଦେଖିଥିଲେ। ଗାନ୍ଧୀ ଜଣେ ବନ୍ଧୁ ମୀରାବେନ ବାଧ୍ୟ କରିବାରୁ ସେ ଏହି ଫିଲ୍ମ ଦେଖିଥିଲେ। ଏହାପରେ ସେ ଏକମାତ୍ର ହିନ୍ଦୀ ଫିଲ୍ମ ଦେଖିଥିଲେ। ଫିଲ୍ମ ନିର୍ଦ୍ଦେଶକ କନ୍ନୁ ଦେଶାଇଙ୍କ ଫିଲ୍ମ ରାମ ରାଜ୍ୟ ଦେଖିଥିଲେ। ଗାନ୍ଧୀଜୀ ଏହି ଫିଲ୍ମ ଦେଖିବାକୁ ମନା କରିଦେଇଥିଲେ। ନିର୍ଦ୍ଦେଶକ ବହୁ ବୁଝାସୁଝା କରିବା ପରେ ସେ ଶେଷରେ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦବଙ୍ଗ-୩ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ୍‌ ହୋଇଛି। ୩ ମିନିଟ୍‌ର ଏହି ଟ୍ରେଲରରେ ସଲ୍‌ମାନଙ୍କ ବହୁ ଦମ୍‌ଦାର...

ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌...

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

‘ଏମ୍‌.ଏସ୍‌. ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତଙ୍କ ଅଭିନୟ ଜୀବନ୍ତ; ଆତ୍ମହତ୍ୟା କରିବାକୁ ଦୁଃଖଦ କହିଲେ ଓ୍ବାଟ୍‌ସନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ଏହାର ପାଞ୍ଚ ଦିନ ବିତିସାରିଥିଲେ ହେଁ କେହିବି...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ବିବାହ ବାର୍ଷିକୀରେ ସୋହାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ କୁନାଲ

ବମ୍ବେ: ଅଭିନେତା କୁନାଲ ଖେମୁ-ସୋହା ଅଲ୍ଲୀ ଖାଁଙ୍କ ବିବାହକୁ ପୂରିଛି ପାଞ୍ଚ ବର୍ଷ। ଏହି ଅବସରରେ କୁନାଲ ସ୍ତ୍ରୀ ସୋହାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।...

ଶେଷରେ ପ୍ରିୟାମଣି

ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହେଲା ଫୁଟବଲ୍‌। ଏହାର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ନିର୍ମିତ ହେଉଛି ହିନ୍ଦୀ ସିନେମା ‘ମୈଦାନ’। ଏଥିରେ ଅଜୟ ଦେବଗନ...

Coronavirus Update


Archives

Model This Week

Why Dharitri