ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ ନିଜ ଇନ୍‌ଷ୍ଟାଗ୍ରାମରେ କାଜୋଲଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କାଜୋଲ ଚେୟାର ଉପରେ ବସି ଆରାମ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେୟାର କରି ଅଜୟ କ୍ୟାପଶନରେ ଲେଖିଛନ୍ତି, ‘ଉଠ ତୁମକୁ ଏବେ ସୁନେଲୀ ନିଦର କୌଣସି ଆବଶ୍ୟକତା ନାହିଁ’। ତେବେ ଅଜୟଙ୍କ ଏହି ପୋଷ୍ଟରେ କାଜୋଲ ଏକ ମଜାଳିଆ କମେଣ୍ଟ ଦେଇ ଲେଖିଛନ୍ତି, ମୁଁ ଉଠିଛି, ହେଲେ ଏବେ ଜଣାପଡ଼ିଲା ପୁଅ ୟୁଗର ସ୍କୁଲ ଛୁଟି ଅଛି। ଏଭଳି ଢ଼ଙ୍ଗରେ ଅଜୟ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ତାଙ୍କର ବହୁ ପ୍ରଶଂସକ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ, ୧୯୯୯ରେ ଅଜୟ ଓ କାଜୋଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨ଟି ସନ୍ତାନ ଝିଅ ନ୍ୟାସା ଓ ପୁଅ ୟୁଗଙ୍କୁ ନେଇ ସୁଖର ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ଆର୍ଯ୍ୟନ ଶେୟାର କଲେ ‘ଭୁଲ ଭୁଲେୟା ୩’ର ଟିଜର

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ ପୁଣିଥରେ ରୁହ ବାବା କ୍ୟାରେକ୍ଟରରେ ଫ୍ୟାନ୍ସଙ୍କ ଦିଲ ଜିତିବାକୁ ଆସୁଛନ୍ତି । ‘ଭୁଲ ଭୁଲେୟା ୨’ର ସଫଳତା...

ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ...

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍‌କିଡ୍‌ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ...

ମିସେଜ ଫଲାନିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ସ୍ୱରା ଭାସ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କ ଅପକମିଂ ମୁଭିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ । କିଛି ଭଲ ମୁଭିରେ କାମ...

ଘରେ ରହି ଖୁସି ମନାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ...

ହେମାମାଳିନୀଙ୍କ ସହ ତୁଳନା ହେବାକୁ ପସନ୍ଦ କରନ୍ତି ନାହିଁ କିଆରା, କହିଲେ…

ଅଭିନେତ୍ରୀ କିଆରା ଆଡଭାନୀ ବଲିଉଡର ସବୁଠାରୁ ସୁନ୍ଦର ଏବଂ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ପାଗଳ। ତାଙ୍କ ପ୍ରଶଂସକମାନେ...

ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା

ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍‌ କାର୍ପେଟ୍‌ ଉପରେ...

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ...

Advertisement
Archives

Model This Week