ଫଟୋଗ୍ରାଫରଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଏହି ଷ୍ଟାର୍‌କିଡ୍‌

ଶାହାରୁଖ୍‌ ଖାଁ ଏବଂ ଗୌରୀଙ୍କ ସାନ ପୁଅ ଅବରାମ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର ଅବରାମ ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ଏହି ପାର୍ଟିରେ ଅବରାମ ଟିକେ ଅଲଗା ଲାଗୁଥିଲେ। ପାର୍ଟିରୁ ଯେତେବେଳେ ଅବରାମ କାର୍‌ରେ ଘରକୁ ଫେରୁଥିଲେ ଫଟୋ ନେବା ପାଇଁ ଫଟୋଗ୍ରାଫରଙ୍କ ଭିଡ଼ ଜମିଗଲା। ଏହା ଦେଖି କାର୍‌ ଭିତରେ ଥାଇ ଅବରାମ୍‌ ଲୋକଙ୍କୁ ସମ୍ମୁଖରୁ ହଟିଯିବା ପାଇଁ କହୁଥିଲେ। ଯାହା ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା। ଅବରାମ୍‌ଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଏବେ ଲୋକପ୍ରିୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ

ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍‌ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍‌ରେ ଏଭଳି...

ରାତାରାତି ହିଟ୍‌ ହୋଇଥିବା ନାୟିକାଙ୍କର ଏବେ ବଳଦି ଯାଇଛି ଠିକଣା

ମୁମ୍ବାଇ: ରାତାରାତି ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ନାୟିକା ଅନୁ ଅଗ୍ରଓ୍ବାଲ କିନ୍ତୁ ଏବେ ଲାଇମ୍‌ ଲାଇଟ୍‌ରୁ ବହୁ...

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା...

ଅପେକ୍ଷାର ଅନ୍ତ ଘଟିଲା: ଏହି ଦିନ ଆସିବ କେଜିଏଫ୍‍-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ୟଶଙ୍କ ସୁପରହିଟ୍‌ ଫିଲ୍ମ କେଜିଏଫ୍‌ର ଦ୍ୱିତୀୟ ସଂସ୍କରଣ ଖୁବ୍‌ଶୀଘ୍ର ଆସୁଛି। ଏହି ଫିଲ୍ମକୁ ନେଇ ବହୁ ଦିନରୁ ଦର୍ଶକ ଅପେକ୍ଷା କରି...

ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ...

ଧର୍ମେନ୍ଦ୍ର ଅସୁସ୍ଥ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟକ ଧର୍ମେନ୍ଦ୍ର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ନିକଟରେ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଡେଙ୍ଗୁରେ...

ଶ୍ରୀଧରଙ୍କ ନୀରବତା

ପ୍ରଯୋଜକ ଶ୍ରୀଧର ମାର୍ଥା। ଏବେ ସେ ବେଶ୍‌ ମାପିଚୁପି କଥାବାର୍ତ୍ତା କରୁଛନ୍ତି। ଦେଖୁନାହାନ୍ତି, ହୋମ୍‌ ବ୍ୟାନର ରେଞ୍ଜ ରୟାଲ ସିନେ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି ସତ୍ୟ...

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *