Posted inଫୁରସତ

ପ୍ରଥମ ଇଣ୍ଟରପ୍ଲାନେଟାରି ହେଲିକପ୍ଟର

ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’। ଏହି ସଂସ୍ଥା ନିକଟରେ ଏପରି ଏକ ହେଲିକପ୍ଟର ନିର୍ମାଣ କରିବା ସହ ତାହାକୁ ମଙ୍ଗଳ ଗ୍ରହକୁ ପ୍ରେରଣ କରିସାରିଛି। ଚଳିତ ବର୍ଷ ଜୁଲାଇ ୩୦ରେ ‘ନାସା’ ପକ୍ଷରୁ ପ୍ରରିତ ‘ପ୍ରିଜରଭେନ୍ସ ରୋଭର’ ନାମକ ମହାକାଶଯାନରେ ଏହି ପ୍ରଥମ ‘ଇଣ୍ଟରପ୍ଲାନେଟାରି ହେଲିକପ୍ଟର’କୁ ଉକ୍ତ ଗ୍ରହକୁ ପଠାଯାଇଛି। ୨୦୨୧ ଫେବୃୟାରୀ ୧୮ରେ ଏହି ମହାକାଶଯାନ ମଙ୍ଗଳ ପୃଷ୍ଠରେ ଅବତରଣ କରିବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏପରି ଇଣ୍ଟରପ୍ଲାନେଟାରି ହେଲିକପ୍ଟର ମଙ୍ଗଳ ଗ୍ରହରୁ ନୂତନ ତଥ୍ୟ ସଂଗ୍ରହ କରିବ ବୋଲି ଆଶା ରଖିଛନ୍ତି ‘ନାସା’ର ମହାକାଶବିଜ୍ଞାନୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍କ ଗୁମ୍ଫା

ଭିଏତ୍‌ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍‌ ଫୁ ତଥା ହେଲ୍‌ କେଭ୍‌ ଭାବେ। ଏହା ମଧ୍ୟରେ...

ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା...

ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା

ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ...

ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର...

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର...

ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ...

ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ

ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର...

ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ

ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍‌। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍‌...

Advertisement
Archives

Model This Week