ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ସଂକ୍ରମଣ ଭାରତରେ କମ୍‌ ରହିଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ନିଷ୍ପତ୍ତି। ଲକ୍‌ଡାଉନ୍‌ ଯୋଗୁ ସାମାଜିକ ଦୂରତା ଅବଲମ୍ବନ କରିବା ସହଜ ହୋଇଛି। ତେଣୁ ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧି କରାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି କେଜରିଓ୍ବାଲ କହିଛନ୍ତି। ଶନିବାର କେଜରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ...

ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫକଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଏବଂ ସମ୍ବେଦନଶୀଳ ଅପରାଧ ଘଟାଇବା ଲାଗି ଆତଙ୍କବାଦୀ ସଂଗଠନ ଏବଂ ଅପରାଧ ସିଣ୍ଡିକେଟ୍‌ ସହ ଷଡ଼ଯନ୍ତ୍ର ଚଳାଇବା ମାମଲାରେ...

ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ ଆରମ୍ଭ

ପ୍ୟାରିସ୍‌, ୨୯।୧୦: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଫେରିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହେବ। ଏ...

ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ…

ଇନ୍ଦୋର,୯।୧ : ପ୍ରବାସୀ ଭାରତୀୟ ଦିବସ ଅବସରରେ ଇନ୍ଦୋରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି ପ୍ରବାସୀମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି...

ଉତ୍ତର-ପୂର୍ବ ଦିଲ୍ଲୀରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନ ମୁତୟନ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାରେ ନା ଧରୁନି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୩୫ କମ୍ପାନୀ ପାରାମିଲିଟାରୀ...

‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’

ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ତଥାପି ସେମାନେ...

ପୁଣି ବିମାନରେ ମିଳିବ ଭୋଜନ ସୁବିଧା

ନୂଆଦିଲ୍ଲୀ: ପୁଣି ସବୁ ବିମାନରେ ଭୋଜନ ଓ ସମ୍ବାଦପତ୍ର ମିଳିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚଳାଚଳ...

ମୋରବି ଦୁର୍ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ, ନିଖୋଜ ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ପୋଲ ଭୁଷୁଡିବା ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଏହି...

Advertisement
Archives

Model This Week