ପ୍ରଥମ ଥର ଲାଗି ଏକାଠି ହେବେ ପ୍ରିୟଙ୍କା-ରାଜ କୁମାର ରାଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି କାମ କରିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ରାଜକୁମାର ରାଓ। ତେବେ ଫିଲ୍ମଟି କେବଳ ନେଟ୍‌ଫିଲ୍ସ ଚ୍ୟାନେଲ୍‌ରେ ରିଲିଜ ହେବ। ମ୍ୟାନ ବୁକର ପୁରସ୍କାର ବିଜେତା ଉପନ୍ୟାସ ‘ଦ ହ୍ବାଇଟ୍‌ ଟାଇଗର’ ଉପରେ ଏହାର କାହାଣୀଟି ପର୍ଯ୍ୟବସିତ ଥିବା ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା ଦେବେ ରାମିନ ବହରାନୀ। ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଫିଲ୍ମକୁ ନେଇ ଉଭୟ ବେଶ୍‌ ଉତ୍ସାହିତ ଥିବା ପ୍ରତିକ୍ରିୟାରେ କହିଛନ୍ତି।

ରାଜ କୁମାର ଏବେ ନିଜର ଆଗାମୀ ଫିଲ୍ମ ‘ରୁହୀଆଫ୍‌ଜା’ର ଶୁଟିଂରେ ବ୍ୟସ୍ତ। ଏଥିରେ ତାଙ୍କ ସହ ଅଭିନେତ୍ରୀ ଜାହ୍ନବୀ କପୁର ନଜର ଆସିବେ। ଏହି ହର୍‌ର କମେଡି ଫିଲ୍ମକୁ ହାର୍ଦ୍ଦିକ ମେହତା ନିର୍ଦ୍ଦେଶନା ଦେଉଥିବା ବେଳେ ଆସନ୍ତା ବର୍ଷ ମାର୍ଚ୍ଚ ୨୦ରେ ଏହା ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟାଙ୍କ ବୋଲ୍ଡ ଲୁକ୍‌

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ନିଜର ଗ୍ଲାମରସ ଓ ଚୁଲବୁଲି ଅନ୍ଦାଜକୁ ନେଇ ବେଶ୍ ପରିଚିତ । ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ...

ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ...

ଆର୍ୟନଙ୍କ ପାଇଁ ବଢୁଛି ଅଡୁଆ, ପୁଣି ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା ସୁଧୁରିବାର ନାଁ ନେଉନି। ଦିନକୁ ଦିନ ଏହି ଅଡୁଆ ବଢ଼ି ଚାଲିଛି।...

ଫେରିଲେ ମୁଁ ତୁମର

କେତେବେଳେ ନାୟକ ତ କେତେବେଳେ ଖଳନାୟକ, ପୁଣି ତାଙ୍କୁ ଦେଖିବାକୁ ମିଳିଛି ଚରିତ୍ର ଅଭିନେତା ଭାବରେ। ହେଲେ ଏଥର ଆଉ ଏକ କ୍ଷେତ୍ରରେ ସେ ପାଦ...

ଗୋଟିଏ ବର୍ଷରେ ୧୪ ହିଟ୍‌ ଫିଲ୍ମ ଦେଇ ବିଗ୍‌ ବିଙ୍କୁ ପଛରେ ପକାଇଥିଲେ ଚିରଞ୍ଜିବ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୨ ଅଗଷ୍ଟ ୧୯୫୫ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର।...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…

ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

Advertisement
Archives

Model This Week